ପାଣ୍ଡ୍ୟାଙ୍କ ଜଲୱା! କ୍ରିକେଟ ଫିଲଡ଼ରେ ଦେବେ ଦର୍ଶକଙ୍କୁ ସରପ୍ରାଇଜ! କଣ ଜିତିବେ IPL?

ବ୍ୟୁରୋ ରିପୋର୍ଟ: ତେବେ ପ୍ରାୟ ଆପଣ ଜାଣନ୍ତି କି ହାର୍ଦିକ ପାଣ୍ଡ୍ୟା ବହୁତ ସମୟରୁ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ପ୍ରାୟ କେତେଦିନ ହେବ ସେ ବୋଲିଂରେ ମଧ୍ୟ ଲୟରେ ଦେଖା ଯାଇନାହାନ୍ତି। ମାତ୍ର ଏଥର ସେ ପୁନର୍ବାର ଫେରିବାକୁ ଯାଉଛନ୍ତି। ତାଙ୍କର ଏକ ୨.୦ ଭର୍ଶନ ସଭିଙ୍କୁ ଦେଖିବାକୁ ମିଲିପାରେ। ତେବେ ହାର୍ଦିକଙ୍କର କହିବା କଥା କି ବୋଲିଂରେ ତାଙ୍କ ପାଖରେ କିଛି ସରପ୍ରାଇଜ ଅଛି ଯାହା କି ସବୁ ସମର୍ଥକ ମାନଙ୍କ ପାଇଁ ଏଥର ଦେଖାଯିବାକୁ ଯାଉଛି।

ଆପଣ ଜାଣନ୍ତି କି ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଜିଟିର ଜର୍ସି ଲଞ୍ଚ କଲେ ଓ ଏବେ ତାଙ୍କ ଲୁକ ମଧ୍ୟ ସଠିକ ହେଇଯାଇଛି। ତେବେ ଆପଣ ଜାଣନ୍ତି କି ହାର୍ଦିକ ପାଣ୍ଡ୍ୟା ଆନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ବହୁତ ଦିନ ଯାଏ ଥିଲେ ଆଉ ତାଙ୍କ ବୋଲିଂରେ ମଧ୍ୟ ପୂର୍ବ ଭଳି ଲୟ ଆଉ ଦେଖା ଯାଇନାହିଁ। ସେ ଆନ୍ତର୍ଜାତୀୟ କ୍ରିକେଟରେ ଯେବେ ବି ବୋଲିଂ କରିଥିଲେ ସେ ନିଜର ପୁରାତନ ଲୟରେ ଦେଖା ଯାଇନଥିଲେ। ତେବେ ତାଙ୍କୁ ଯେବେ ଏହା ପଚାରଗଲା କି ସେ ଏଥର ଆଇପିଏଲରେ ବୋଲିଂ କରିବେ କି ନାହିଁ ତ ତାଙ୍କର ଉତ୍ତର ଥିଲା କି ତାହା ଏକ ସରପ୍ରାଇଜ ଅଛି। ତେବେ ଯେବେ ଅଧିକ ଗଭୀରତାରେ ତାଙ୍କୁ ଏହି ପ୍ରଶ୍ନ କରାଗଲା ତ ସେ କହିଲେ କି ସରପ୍ରାଇଜକୁ ସରପ୍ରାଇଜ ହିଁ ରଖିବା ଭଲ ଅଟେ।

ଗୁଜୁରାଟ ଟାଇଟାନ୍ସ ହାର୍ଦିକ ପାଣ୍ଡ୍ୟାଙ୍କୁ ଅକ୍ସନ ଆଗରୁ ଡ୍ରାଫ୍ଟରେ କିଣିଥିଲେ ଆଉ ତାଙ୍କୁ ଟିମର ଅଧିନାୟକ ମଧ୍ୟ କରିଥିଲେ। ପାଣ୍ଡ୍ୟା କହିଲେ କି ଅଧିନାୟକ ହେବା ବହୁତ ମୁଖ୍ୟ ଭୂମିକା ଅଟେ ଆଉ ତାଙ୍କୁ ଏକ ଇଣ୍ଟରଭିଉରେ ଏହି ପ୍ରଶ୍ନ ପଚାରାଯିବାରୁ ସେ କହିଲେ, ” ସଫଳତା ସେମାନଙ୍କର ହେବ ଆଉ ବିଫଳତା ମୋର। ତେବେ ଯେଉଁ ଭୁମିକା ମୋର ଅଛି ତାହା ଯେପରି ମୁଁ ଭଲ ଭାବେ ତୁଲେଇ ପାରେ। ତେବେ ଆମର ସବୁଠୁ ବଡ଼ ଦାୟୀତ୍ୱ ଏହା ରହିବ କି ଆମେ କିଭଳି ଖେଳାଳି ମାନଙ୍କୁ ତାଙ୍କର ସବୁଠୁ ବଡ଼ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇ ପାରିବୁ।”

Google

ଆପଣଙ୍କୁ କହିରଖୁଛୁ କି ପିଠିରେ ସର୍ଜରି ପରେ ପାଣ୍ଡ୍ୟା ଆନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିଲେ। ତାଙ୍କ ବୋଲିଂ ଆଉ ଏତେ ଦେଖିବାକୁ ମିଳିଲା ନାହିଁ। ସେ ପୂର୍ବ ଆନ୍ତର୍ଜାତୀୟ ମୁକାବିଲା ନଭେମ୍ବର ୨୦୨୧ରେ ଟି ଟ୍ୱେଣ୍ଟି ବିଶ୍ୱକପରେ ଖେଳିଥିଲେ ଯେଉଁଥିରେ ସେ ନାମିବିୟ ବିପକ୍ଷରେ ଖେଳିଥିଲେ। ତାହାପରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିଲେ ଏବଂ ଏହା ଆଶା କରାଯାଉଛି କି ଯେଉଁ ସରପ୍ରାଇଜ ବାବଦରେ ସେ କହୁଛନ୍ତି ତାହା ତାଙ୍କ ବୋଲିଂରେ ଦେଖାଯାଉ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *