ଗୁଜୁରାଟକୁ ଲାଗିଲା ବଡ଼ ଝଟକା! ପୁଣି ଆହତ ହେଲେ ପାଣ୍ଡ୍ୟା! IPL ର ଅନ୍ୟ ମ୍ୟାଚ ଖେଳିବେ ନା ନାହିଁ, ଜାଣନ୍ତୁ?

ବ୍ୟୁରୋ ରିପୋର୍ଟ: IPL 2022 ରେ ସୁନ୍ଦର ଆରମ୍ଭ କରିଛି ଗୁଜୁରାଟ। ହାର୍ଦିକ ପାଣ୍ଡ୍ୟା ଏହି ଦଳର କ୍ୟାପଟେନ ଅଟନ୍ତି। ସେ CSK ବିପକ୍ଷ ମ୍ୟାଚରେ ଖେଳୁନଥିଲେ। ଦଳର କ୍ୟାପଟେନସି ରସିଦ ଖାନ କରୁଥିଲେ। ବିଶେଷ ରିପୋର୍ଟରୁ ଜଣା ଯାଇଛି ଯେ ତାଙ୍କ ଜଙ୍ଘରେ ଆହତ ହୋଇଥିବା କାରଣ ପାଇଁ ସେ ଏହି ମ୍ୟାଚରୁ ବାହାରେ ଅଛନ୍ତି।

Google

CSK ବିପକ୍ଷ ମ୍ୟାଚରେ ଟସ ଜିତି ରସିଦ ଖାନ କହିଲେ କି, ଏହି ମ୍ୟାଚରେ ସେ (ହାର୍ଦିକ ପାଣ୍ଡ୍ୟା) ବିଶ୍ରାମ ନେବେ। ଆଶା କରାଯାଉଛି କି ସେ ଆଗାମୀ ମ୍ୟାଚରେ ପଡିଆକୁ ଓହ୍ଲାଇବେ। ଆହତଜନିତ ସମସ୍ୟା ପାଣ୍ଡ୍ୟାଙ୍କ ଜଙ୍ଘରେ ଅଛି ବୋଲି ଖାନ କହିଛନ୍ତି। ଟିମ ତାଙ୍କୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁନଥିଲେ।

ପାଣ୍ଡ୍ୟାଙ୍କ କ୍ୟାପଟେନସିରେ ଗୁଜୁରାଟ ସୁନ୍ଦର ପ୍ରଦର୍ଶନ କରିଛି। ଦଳ ତରଫରୁ ସୁଭମନ ଗିଲ ଆକର୍ଷଣୀୟ ବ୍ୟାଟିଂ କରୁଥିଲେ।

CSK ବିପକ୍ଷ ମ୍ୟାଚରେ ଗୁଜୁରାଟକୁ ଏହି ମ୍ୟାଚରେ ବିଜୟ ପାଇଁ ଆବଶ୍ୟକ ୧୭୦। ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକୱାଡ଼ ୭୩ କରିଥିଲେ। ରାୟୁଡୁ ୪୬ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *