IPL 2022 ରେ ଚମ୍ପିୟନ ହୋଇଥିଲା ହାର୍ଦିକ ପାଣ୍ଡ୍ୟା କ୍ୟାପଟେନସି କରୁଥିବା ଦଳ ଗୁଜରାଟ ଟାଇଟନ୍ସ। କୋଚ୍ ଥିଲେ ଆଶିଷ ନେହେରା। ଦଳ ଜବରଦସ୍ତ ପ୍ରଦର୍ଶନ କରି IPL 2022 ଟ୍ରଫି ଉଠାଇଥିଲେ। କ୍ୟାପଟେନ ହାର୍ଦିକ ପାଣ୍ଡ୍ୟାଙ୍କ ଥିଲା ଜବରଦସ୍ତ ପ୍ରଦର୍ଶନ।

ସେ ତାପରେ ପୁଣି ଥରେ ଫେରିଥିଲେ ଟିମ ଇଣ୍ଡିଆକୁ। ସେ ସାଉଥ ଆଫ୍ରିକା ବିରୁଦ୍ଧରେ କରିଥିଲେ ଜବରଦସ୍ତ ବ୍ୟାଟିଂ। ସେ ଅନେକ ସୁନ୍ଦର ସର୍ଟସ ଲଗାଇଥିଲେ। ତାହାପରେ ଆୟରଲ୍ୟାଣ୍ଡ ବିପକ୍ଷରେ ସମ୍ଭାଳିଥିଲେ ଟିମ ଇଣ୍ଡିଆର କ୍ୟାପଟେନସି ପଦ। ତେବେ ଏହି ପଦରେ ସେ ୨-୦ ରେ ଭାରତକୁ କରିଥିଲେ ବିଜୟୀ। ତେବେ ଏହା ପରେ ସେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ପାରିରେ ସୁନ୍ଦର ବ୍ୟାଟିଂ ସହ କରିଥିଲେ ଆକର୍ଷଣୀୟ ବୋଲିଂ।
ସେ ଏହି ମ୍ୟାଚରେ ଅକ୍ତିଆର କରିଥିଲେ ୪ଟି ୱିକେଟ। ଏହା ସହ ସେ ଏହି ମ୍ୟାଚରେ ବ୍ୟାଟିଂରେ ଲଗାଇଥିଲେ ଦମଦାର ଅର୍ଦ୍ଧଶତକ। ଏହି ଭାରତୀୟ ଅଲରାଉଣ୍ଡର କରିଥିଲେ ଅଲରାଉଣ୍ଡ ପ୍ରଦର୍ଶନ। ତେବେ କହିରଖିବୁ ଭାରତ ଏହି ମ୍ୟାଚ ଜିତିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।