ବଡ଼ ଖବର: ହାର୍ଦିକ ପାଣ୍ଡ୍ୟା ପ୍ରାୟତଃ ଜଲଦି ନେଇପାରନ୍ତି ଏହି ଗୋଟିଏ ଫର୍ମାଟରୁ ଅବସର! ପାଲଟିଲା ଚର୍ଚ୍ଚାର ବିଷୟ

ଭାରତୀୟ କ୍ରିକେଟ ଦଳ ନୂତନ ପ୍ରତିଭାରେ ପ୍ରାୟ ଭରପୁର। ପ୍ରାୟ କ୍ରିକେଟ ଜଗତରେ ଯୁବ ଖେଳାଳିମାନେ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ତାହା ଆପଣମନେ ପ୍ରାୟ ଭଲ ଭାବରେ ଜାଣିଥିବେ। ଆଇପିଏଲଠୁ ଆରମ୍ଭ କରି ଅନ୍ତର୍ଜାତୀୟ ଏକ ଦିବାସୀୟ କିମ୍ବା ଟି-ଟ୍ୱେଣ୍ଟି କ୍ରିକେଟରେ ,ସବୁଠାରେ ଯୁବ ଖେଳାଳୀମାନଙ୍କ କମାଲ ଦେଖିବାକୁ ମିଳୁଛି। ମାତ୍ର ହାର୍ଦିକ ପାଣ୍ଡ୍ୟାଙ୍କ ଟେଷ୍ଟ କ୍ରିକେଟ ଜଗତରୁ ଅବସର ନେବାର ସମ୍ଭାବନା ପ୍ରାୟ କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଛି।

Google

ନିଜର ଖରାପ ଫର୍ମକୁ ନେଇ ପ୍ରାୟ ୧ ବର୍ଷ ଧରି ସମାଲୋଚିତ ହୋଇ ଆସୁଥିବା ହାର୍ଦ୍ଦିକ ଟେଷ୍ଟ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଦେଇପାରନ୍ତି। ସୂଚନାଯୋଗ୍ୟ ଯେ, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ହାର୍ଦ୍ଦିକ ଆଇପିଏଲ ୨୦୨୧ ର ସଂସ୍କରଣରେ ଏତେ ଭଲ ପ୍ରଦର୍ଶନ କରିଥିନଲେ। ଦଳରେ ନିଜ ଆଶା ଅନୁରୂପ ଖେଳ ସିଏ ପ୍ରଦର୍ଶନ କରିପାରି ନଥିଲେ , ଯାହା ପ୍ରାୟ ତାଙ୍କୁ ଓ ଅଧିନାୟକ ରୋହିତ ଶର୍ମାଙ୍କ ଅଧିକ ମର୍ମାହତ କରିଥିଲା।

ନିଜର ଖରାପ ପ୍ରଦର୍ଶନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଟେଣ୍ଡ ଲିଷ୍ଟ ରେ ସାମିଲ କରିନଥିଲା। ତେଣୁ ଏହି ପରିସ୍ଥିତିରେ ସେ ଅତ୍ୟନ୍ତ ଭାବୁକତାର ସହ ସୋସିଆଲ ମିଡିଆରେ ନିଜର କିଛି ସାଥୀ ମାନଙ୍କ ସହ ଫଟୋ ପୋଷ୍ଟ କରିଥିଲେ। ବିଶ୍ୱକପ ପୂର୍ବରୁ ସେ ଆହତ ଥିଲେ। ତେଣୁ ବିଶ୍ୱକପ ରେ ବୋଲିଂ କରିବା ନେଇ ପ୍ରଶ୍ନବାଚୀସୃଷ୍ଟି ହୋଇଥିଲା। ସେ ବ୍ୟଟିଂରେ ମଧ୍ୟ ନିଜର ଖରାପ ପ୍ରଦର୍ଶନ ପାଇଁ ସମାଲୋଚିତ ହୋଇଥିଲେ। ସେ ବାଙ୍ଗାଲୋରର ନ୍ୟାସନାଲ ଏକାଡେମୀରେ ନିଜକୁ ଅଭ୍ୟାସ କରୁଛନ୍ତି।

Google

ଏଥିସହିତ ଅନ୍ୟ ପୂର୍ବ କ୍ରିକେଟର କହିଛନ୍ତି ଯେ ,ସେ ସମ୍ପୂର୍ଣ୍ଣ ଫିଟ ହୋଇ ଖେଳକୁ ପ୍ରତ୍ୟବର୍ତ୍ତନ କରିବା ଉଚିତ। ନିଜର ଫିଟନେସକୁ ଠିକ କରି ନିଜ ଫର୍ମରେ ସୁଧାର ଆଣିବା ପାଇଁ ସମସ୍ତେ ତାଙ୍କୁ ଉପଦେଶ ଦେଇଛନ୍ତି। ହାର୍ଦ୍ଦିକ ନିଜ କ୍ୟାରିଅରରେ ୧୧ ଟି ଟେଷ୍ଟ ମ୍ୟାଚ ଖେଳି ୩୧.୨୯ ଅଉସତରେ ୫୩୨ ରନ ସଂଗ୍ରହ କରିଛନ୍ତି। ସେଥିରେ ଗୋଟିଏ ଶତକ ସାମିଲ ଥିବା ବେଳେ ୪ ଟି ଅର୍ଦ୍ଧଶତକ ସାମିଲ ରହିଛି। ସେଥିପାଇଁ ଏହା ହୋଇପାରେ ସେ ନିଜର ଟେଷ୍ଟ କ୍ୟାରିଅର ଜଗତରୁ ଅବସର ନେଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *