ରବି ଶାସ୍ତ୍ରୀ ପ୍ରଥମ ହିଁ ଟେଷ୍ଟରେ ହାର୍ଦିକ ପାଣ୍ଡ୍ୟାଙ୍କୁ କରିଦେଲେ ପାସ! ଟିମ ଇଣ୍ଡିଆ ଏବେ ଦୂର ନୁହେଁ!

ବ୍ୟୁରୋ ରିପୋର୍ଟ: ହାର୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୨ରେ ୫ ମାସ ପରେ କ୍ରିକେଟକୁ ଫେରିଛନ୍ତି। ଗୁଜୁରାଟ ଟାଇଟନ୍ସର ଅଧିନାୟକତ୍ୱ କରି ସେ ପ୍ରଥମ ହିଁ ମ୍ୟାଚରେ ସୁନ୍ଦର ବ୍ୟାଟିଙ୍ଗ କରିବା ସହ ୪ ଓଭର ବୋଲିଙ୍ଗ କରିଛନ୍ତି। ସେ କ୍ରିକେଟକୁ ଫେରିବା ଦ୍ଵାରା ଟିମ ଇଣ୍ଡିଆର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ଖୁସି ଅଛନ୍ତି। ତାଙ୍କର ମାନିବା ଅଟେକି ଯଦି ହାର୍ଦିକ ପୁରା ଫିଟ ରୁହନ୍ତି ତେବେ ସେ ସିଧା ଟିମ ଇଣ୍ଡିଆରେ ଏଣ୍ଟ୍ରି କରିବେ। ଲକ୍ଷନୌ ସହ ମ୍ୟାଚ ପୂର୍ବରୁ ହାର୍ଦିକ ଯେଉଁଭଳି ନେଟରେ ଅଭ୍ୟାସ କରିଥିଲେ ତାକୁ ଦେଖି ରବି ଶାସ୍ତ୍ରୀଙ୍କୁ ବିଶ୍ୱାସ ହୋଇଯାଇଥିଲା କି ଏହି ଅଲରାଉଣ୍ଡର ଫିଟ ହେବା ପାଇଁ ବହୁତ ପରିଶ୍ରମ କରିଛନ୍ତି। ମାନେ ଗୋଟେ ପଟରୁ ଶାସ୍ତ୍ରୀ ପାଣ୍ଡ୍ୟାଙ୍କୁ ପ୍ରଥମ ଟେଷ୍ଟରେ ପାସ କରିଛନ୍ତି। ହାର୍ଦିକ ପୂର୍ଵ ବର୍ଷ ନଭେମ୍ବରରେ ଟି-୨୦ ବିଶ୍ୱକପ ପରଠୁ କ୍ରିକେଟରୁ ଦୂରରେ ଥିଲେ।

Google

ଟିମ ଇଣ୍ଡିଆର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ଇଏସପିଏନ କ୍ରିକଇନ୍ଫୋକୁ ସହ କଥାବାର୍ତ୍ତାରେ ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ କହିଛନ୍ତି,”ସେ ବହୁତ ଫିଟ ଜଣାପଡୁଛନ୍ତି ଓ ଆରମ୍ଭ ଫଟୋ ଏହା ଦର୍ଶାଉଛିକି ଏଥିପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। କିଛି ମାସ ପରେ ଟି-୨୦ ବିଶ୍ୱକପ ଆସୁଛି ଓ ସେଥିରେ ଖେଳିବା ପାଇଁ ହାର୍ଦିକ ପାଣ୍ଡ୍ୟାଙ୍କୁ ନିଜ ଫିଟନେସ ବଜାଇ ରଖିବାକୁ ହେବ। ଲକ୍ଷନୌ ସହ ମ୍ୟାଚର ଟଚ ପଡିବା ପୂର୍ବରୁ ଦେଖାଯାଇଥିଲାକି ସେ ବୋଲିଙ୍ଗ କରୁଛନ୍ତି ଯାହା ଟିମ ଇଣ୍ଡିଆ ଖବର। ମତେ ଲାଗୁଛି ସେ ବୋଲିଙ୍ଗ କଲେ ଜଣେ ଖେଳାଳି ରୂପରେ ତାଙ୍କ ଶକ୍ତି ଦୁଇଗୁଣ ହୋଇଯିବ”।

ହାର୍ଦିକଙ୍କ ଫେରିବା ନେଇ ଶାସ୍ତ୍ରୀ ଖୁସି:

ହାର୍ଦିକ ଲକ୍ଷଣଉ ବିରୁଦ୍ଧରେ ମ୍ୟାଚରେ ୪ ଓଭର ବୋଲିଙ୍ଗ କରିଥିଲେ। ଏହା ଅଲଗା କଥା ଅଟେକି ସେ ୩୭ ରନ ଦେଇଥିଲେ ଓ କୌଣସି ୱିକେଟ ନେଇପାରିନଥିଲେ। ସେ ୪ ଓଭର ବୋଲିଙ୍ଗ କରିବା ହିଁ ଭାରତ ପାଇଁ ଭଲ ସଂକେତ।

Google
ହାର୍ଦିକଙ୍କୁ ନିଜ ଜାଗାରେ ଚିନ୍ତା କରିବା ଉଚିତ ନୁହେଁ:

ଶାସ୍ତ୍ରୀଙ୍କ ମାନିବା ଅଟେକି ଯଦି ହାର୍ଦିକ ପୁରା ଫିଟ ରହିବେ ଓ ବୋଲିଙ୍ଗ କରିବେ ତେବେ ତାଙ୍କୁ ଟିମ ଇଣ୍ଡିଆରେ ନିଜ ଜାଗାକୁ ନେଇ ଚିନ୍ତାକରିବାର ଆବଶ୍ୟକତା ନାହିଁ, ବରଂ ଅନ୍ୟ ଖେଳାଳିଙ୍କ ଚିନ୍ତା ବଢିଯିବ। ଶାସ୍ତ୍ରୀ କହିଛନ୍ତିକି ହାର୍ଦିକ ଜଣେ ମ୍ୟାଚ ବିଜୟୀ ଖେଳାଳି ଅଟନ୍ତି ଓ କମପ୍ଲିଟ ପ୍ୟାକେଜ ଅଟନ୍ତି। ସେ ଜଣେ ଭଲ ଫିଲଡ଼ର, ବୋଲିର ଅଟନ୍ତି ଓ ପରିସ୍ଥିତିକୁ ଭଲ ସେ ବୁଝନ୍ତି। କାରଣ ଯେବେ ସେ ବୋଲିଙ୍ଗ କରିଥାନ୍ତି ଜଣେ ବ୍ୟାଟ୍ସମ୍ୟାନ ଭଳି ଭାବିଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *