ହସରଙ୍ଗାଙ୍କ ସ୍ପିନ ଜାଲରେ ଫସିଗଲା କୋଲକତା! ୧୨୮ ରେ ଅଲଆଉଟ KKR!

IPL 2022 ର ଆରମ୍ଭ ମାର୍ଚ୍ଚ ୨୬ ରୁ ହୋଇଥିଲା। ପ୍ରଥମ ମ୍ୟାଚରେ KKR ଚେନ୍ନାଇକୁ ହରାଇ IPL 2022 ଆରମ୍ଭ କରିଥିଲା। RCB ନିଜର ପ୍ରଥମ ମ୍ୟାଚ PBKS ଠୁ ହାରିବା ପରେ ଦ୍ୱିତୀୟ ମ୍ୟାଚରେ ସୁନ୍ଦର ପ୍ରଦର୍ଶନ କରିବାରେ ସଫଳ ରହିଛି। KKR ଏବଂ RCB ଭିତରେ ଖେଳା ଯାଇଥିବା ମ୍ୟାଚରେ KKR ୧୨୮ ରେ ଅଲଆଉଟ ହୋଇଯାଇଛି।

KKR ପକ୍ଷରୁ ଭେଙ୍କଟେସ୍ ଅୟର ୧୦, ଶ୍ରେୟସ ଅୟର ୧୩, ନୀତିଶ ରାଣା ୧୦, ସୁନୀଲ ନାରିନ ୧୨, ସାମ ବିଲିଙ୍ଗସ ୧୪, ଆନ୍ଦ୍ର ରସେଲ ୨୫, ଉମେଶ ଯାଦବ ୧୮, ବରୁଣ ଚକ୍ରବର୍ତ୍ତୀ ୧୦ କରିଥିଲେ। ଆଉ କେଉଁ ବ୍ୟାଟ୍ସମାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ।

Google

ୱାନିନ୍ଦୁ ହସରଙ୍ଗା ସୁନ୍ଦର ବୋଲିଂର ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ୪ ଟି ୱିକେଟ ଅକ୍ତିଆର କରିଥିଲେ। ସେ ୪ ଓଭରରେ ୨୦ ରନ ଦେଇଥିଲେ। ତାଙ୍କର ଏହି ୪ ଟି ୱିକେଟ ଭିତରେ KKR କ୍ୟାପଟେନ ଶ୍ରେୟସ ଅୟରଙ୍କ ୱିକେଟ ଥିଲା। ତାଙ୍କ ଛଡା ହରସଲ ପଟେଲ ୪ ଓଭରରେ ୧୧ ରନ ଦେଇ ୨ଟି ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *