ICC ରାଙ୍କିଙ୍ଗସରେ ବାଜି ମାରିଲା ଭାରତ! ଟି-୨୦ କ୍ରିକେଟରେ ଭାରତର ଦବଦବା!

ବ୍ୟୁରୋ ରିପୋର୍ଟ: ICC ଟି-୨୦ ରାଙ୍କିଙ୍ଗସ୍ ବୁଧବାର ଦିନ ଜାରି ହୋଇଛି। ଏଥିରେ ବାଜି ମାରିଛି ଭାରତ। ବାର୍ଷିକ ରାଙ୍କିଙ୍ଗସରେ ବିଶ୍ୱ କ୍ରିକେଟ ଚମ୍ପିୟନ ଅଷ୍ଟ୍ରେଲିଆ ନମ୍ବର ୫ ସ୍ଥାନରେ ଅଛି। ଭାରତ ଇଂଲଣ୍ଡ ଠୁ ପାଞ୍ଚ ଅଙ୍କ ଆଗରେ ରହି ଶୀର୍ଷ ସ୍ଥାନ ହାସଲ କରିଛି ଟିମ ଇଣ୍ଡିଆ। ତେବେ ଇଂଲଣ୍ଡ ପଏଂଟସ କଥା କହିବା ତ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ ରହିଛି। ପଏଂଟସ ଇଂଲଣ୍ଡର ୨୬୫ ଅଙ୍କ ଅଛି।

ଭାରତର ଟି-୨୦ ବିଶ୍ୱକପ ପରେ ଟି-୨୦ ରେ ଜବରଦସ୍ତ ଖେଳର ପ୍ରଦର୍ଶନ କରିଥିଲା। ଭାରତର ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ ଫଳରେ ୨୦୨୧-୨୨ ବର୍ଷର ଶେଷରେ ନମ୍ବର ୧ ଟିମ ହାସଲ କରିଛି ଭାରତ। ବାର୍ଷିକ ରାଙ୍କିଙ୍ଗସରେ ନ୍ୟୁଜିଲାଣ୍ଡ ODI କ୍ରିକେଟରେ ନମ୍ବର ୧ ଟିମ ହୋଇଛି।

କ୍ୟାପଟେନ ରୋହିତଙ୍କ କ୍ୟାପଟେନସିରେ ଭାରତ ଶ୍ରୀଲଙ୍କା, ୱେଷ୍ଟ ଇଣ୍ଡିଜ, ନ୍ୟୁଜିଲାଣ୍ଡକୁ ହରାଇଥିଲା। ୨୭୦ ଅଙ୍କ ସହ ଭାରତ ନମ୍ବର ୧ ରେ ଅଛି। ଇଂଲଣ୍ଡ ୨୬୫ ଅଙ୍କ ସହ ନମ୍ବର ୨ ରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *