ICC ଟେଷ୍ଟ ରାକିଂଙ୍ଗସରେ ଟିମ ଇଣ୍ଡିଆର ଜଲୱା! କୋହଲି, ରୋହିତ ଏବଂ ଅଶ୍ୱିନୀଙ୍କୁ ଉପଲବ୍ଧି

ବ୍ୟୁରୋ ରିପୋର୍ଟ: ICC ବୁଧବାର ଦିନ ଜାରି କରିଛି ଟେଷ୍ଟ ରାଙ୍କିଙ୍ଗସ। ଜଲୱା ଟିମ ଇଣ୍ଡିଆର ପ୍ଲେୟରଙ୍କର ଅଛି ଏଥିରେ। ଟପ-୧୦ ରେ କୋହଲି, ରୋହିତ, ଅଶ୍ୱିନୀ, ବୁମରା, ଜାଡେଜା ଟପ-୧୦ ରେ ପାଇଛନ୍ତି ସ୍ଥାନ।

Google

ମାରନସ ଲାବୁସେନ ବ୍ୟାଟିଂ ମାନ୍ୟତାରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି। ରୋହିତ ନମ୍ବର ୮ ରେ ଥିବା ବେଳେ ବିରାଟ ନମ୍ବର ୧୦ ରେ ଅଛନ୍ତି। ତେବେ ବୋଲିଂ ମାନ୍ୟତାରେ ପ୍ୟାଟ କମିନ୍ସ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଅଶ୍ୱିନୀ ନମ୍ବର ୨ ଏବଂ ବୁମରା ୩ ଅଛନ୍ତି।

ତେବେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ମାନ୍ୟତାରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି। ବଙ୍ଗଳାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଟେଷ୍ଟରେ ସୁନ୍ଦର ପ୍ରଦର୍ଶନ ଫଳରେ ମାଥୟୁସ ଏବଂ ଲିଟନ ଦାସଙ୍କୁ ମିଳିଛି ଫାଇଦା। ଲିଟନ ଦାସ ନମ୍ବର ୧୭ ଏବଂ ମାଥୟୁସ ନମ୍ବର ୨୧ ରେ ଅଛନ୍ତି। ତେବେ ଭାରତୀୟ ଖେଳାଳିଙ୍କ ଜଲୱା ଏହି ମାନ୍ୟତାରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *