ବ୍ୟୁରୋ ରିପୋର୍ଟ: ବାଂଲାଦେଶ ବୋଲର ସାହିଦୁଲ ଇସଲାମଙ୍କୁ ICC ପକ୍ଷରୁ ନିଲମ୍ବିତ କରାଯାଇଛି। ତେବେ ଏହି ବୋଲର ଆଣ୍ଟି ଡୋପିଂ କୋଡ଼ର ଧାରା ୨.୧ ଉଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ତେବେ ସେ ୧୦ ମାସ ହୋଇଛନ୍ତି ସସପେଣ୍ଡ।
୪ ମାର୍ଚ୍ଚ ୨୦୨୨ ରେ ଢାକାରେ ICC ଆଉଟ ଅଫ କମ୍ପିଟିସନ ତଥା ପରୀକ୍ଷଣ ପ୍ରତିଯୋଗିତାରେ କାର୍ଯ୍ୟକ୍ରମରୁ ଏହି କ୍ରିକେଟରଙ୍କ ସାମ୍ପଲ ନିଆଯାଇଥିଲା। ତେବେ ICC ନିଜ ବିବୃତିରେ କହିଛନ୍ତି କି ସାହିଦୁଲ ଇସଲାମ ଅଜଣାତରେ ଏହି ଭୁଲ କରି ଦେଇଛନ୍ତି ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ସେ ଭୁଲ ଭାବରେ ଔଷଧ ଭାବି ଏହାକୁ ଖାଇଦେଇଛନ୍ତି। ତେବେ ଔଷଧ ଡାକ୍ତରୀ କାରଣରୁ ଅବୈଧ ,ତେବେ ଏହି ବୋଲର ଉଲଂଘନକୁ ଗ୍ରହଣ କରିବା ସହିତ ୧୦ ମାସର ନିଲମ୍ବନକୁ ଗ୍ରହଣ କରିଛନ୍ତି। ତେବେ ସେ ୧୦ ମାସ ପରେ ଟିମକୁ ଫେରିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।