ଚମକିଲେ ମୟଙ୍କ! ସାଉଥ ଆଫ୍ରିକା ବିରୁଦ୍ଧରେ ପ୍ରଥମ ପାରିରେ ସୁନ୍ଦର ଅର୍ଦ୍ଧ ଶତକ ଜଡି ରେକର୍ଡ କଲେ ଦାଖଲ! ପଢନ୍ତୁ ପୁରା ଖବର

Cricket News IND vs SA Mayank Agarwal create new record

ତେବେ ଆମେ ସମସ୍ତେ ଭାରତୀୟ ଦଳର ଓପନର ମୟଙ୍କ ଅଗ୍ରୱାଲଙ୍କୁ ପ୍ରାୟ ଭଲ ଭାବରେ ଜାଣୁ। ତେବେ ସେ ସେନ୍ଚୁରିଅନ ଠାରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଖେଳୁଛନ୍ତି। ତେବେ ପ୍ରଥମ ଦିନର ଖେଳରେ ସେ ନିଜର ଶତକ ପୁରା କରି ପାରିନଥିଲେ ଏହା ସତ କିନ୍ତୁ ସେ ଯେପରି ଭାବରେ ନିଜର ସାଥି କେ ଏଲ ରାହୁଲଙ୍କ ସହିତ ଭାରତକୁ ଏକ ବହୁତ ଭଲ ଆରମ୍ଭ ଦେଇଥିଲେ। ତାହା ପ୍ରାୟ କେତେକ କ୍ରିକେଟ ପ୍ରେମୀଙ୍କୁ ବହୁତ ଆକର୍ଷିତ କରିବାରେ ସଫଳ ହୋଇଥିଲା।

ତେବେ ଏହି ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲ ୧୨୧ ବଲ ଖେଳିଥିଲେ। ଏହା ସହିତ ସେ ୬୦ ରନ ମଧ୍ୟ କରିଥିଲେ।ହେବେ ସେ ଏଥିରେ ୯ଟି ଚଉକା ମଧ୍ୟ ମାରିଥିଲେ। ତେବେ ସେ ଏହି ଖେଳ ଖେଳିବା ସମୟରେ ନିଜର ନାମରେ ଏକ ରେକର୍ଡ ମଧ୍ୟ କରି ନେଇଥିଲେ। ତେବେ ସେ ଭାରତର ପ୍ରଥମ ଖେଳାଳି ଯିଏକି ଅଷ୍ଟ୍ରେଲିଆ,ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶ ମାନଙ୍କରେ ନିଜର ପ୍ରଥମ ପାଳିରେ ୫୦ ରନ କରିବାରେ ସଫଳ ହୋଇ ପାରିଛନ୍ତି। ତେବେ ସେ ଏପରି କରିବାରେ ଭାରତ ପାଇଁ ପ୍ରଥମ ଖେଳାଳି ଅଟନ୍ତି।

Mayank Agarwal Reacts Controversial DRS Dismissal India vs South Africa 1st  Test, Money Will be Docked | IND vs SA 1st Test | Mayank Agarwal KL Rahul
Google

ତେବେ ସେନ୍ଚୁରିଅନ ଠାରେ ଭାରତ ପକ୍ଷରୁ ରାହୁଲ ଓ ମୟଙ୍କ ଓପନ କରିବା ସହିତ ୧୧୭ ରନ କରିଥିଲେ।ଏହାପରେ ମୟଙ୍କ ୬୦ ରନ କରି ଆଉଟ ହୋଇ ଯାଇଥିଲେ। ତେବେ ଏହା ମଧ୍ୟ ଏକ ରେକର୍ଡ ଥିଲା। ତେବେ ଭାରତ ପକ୍ଷରୁ ସେନ୍ଚୁରିଅନ ପଡ଼ିଆରେ ଏହା ସର୍ବାଧିକ ଓପନିଂ ଯୋଡ଼ିର ରନ ଥିଲା। ତେବେ ମୟଙ୍କ ଅଗ୍ରୱାଲ ସେଠାରେ ଯେପରି ପ୍ରଦର୍ଶନ କରିଥିଲେ ତାହା ସୁନ୍ଦର ଅଟେ।

ଏହା ସହିତ ଏପରି କିଛି ଲୋକ କହିଥାନ୍ତି କି ସେ କେବଳ ନିଜର ଦେଶରେ ଭଲ ଖେଳି ଥାଆନ୍ତି। କିନ୍ତୁ ସେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ନିଜର ପ୍ରଥମ ମ୍ୟାଚ ମାନଙ୍କରେ ୫୦ ମାରି ଏହା ଦେଖାଇ ଦେଇଛନ୍ତି କି ସେ ଯେ କୌଣସି ସ୍ଥାନରେ ମଧ୍ୟ ବ୍ୟାଟିଂ କରିବା ପାଇଁ ଦକ୍ଷ ଅଟନ୍ତି। ଏହା ସହିତ ତାଙ୍କର ବ୍ୟାଟିଂ ପାଇଁ ସେ ଅନେକ ଚର୍ଚ୍ଚାରେ ରହୁଛନ୍ତି। ଏହା ସହିତ ସେ ଦକ୍ଷିଣ ଆଫ୍ରିକାରେ ଯେପରି ଭାବରେ ଖେଳିଥିଲେ ତାହା ଭାରତ ପାଇଁ ମଧ୍ୟ ଭଲ ସାବ୍ୟସ୍ତ ହୋଇଥିଲା।

IND vs SA: KL Rahul-Mayank Agarwal ends 11-year wait for India, joins  elusive list with massive Centurion
Google

ତେବେ ତାଙ୍କର ପ୍ରଦର୍ଶନ ବଳରେ ଭାରତଏକ ଭଲ ସ୍ଥିତିରେ ପହଞ୍ଚି ପାରିଛି। ଏହା ସହିତ ସେ ବଲକୁ ପୁରୁଣା ହେବାରେ ସାହାଯ୍ୟ ମଧ୍ୟ କରିଥିଲେ। ଯାହା ଫଳରେ ଭାରତୀୟ ଖେଳାଳି ମାନଙ୍କ ପାଇଁ ଏହା ଅନେକ ଲାଭଦାୟକ ହୋଇଥିଲା। ତେବେ ସେ ଏହା ଦର୍ଶାଉଛନ୍ତି କି ସେ ଯେ କୌଣସି ସ୍ଥାନରେ ମଧ୍ୟ ବ୍ୟାଟିଂ କରିବା ପାଇଁ ସକ୍ଷମ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *