ଭାରତ-ଋଷ ସମ୍ପର୍କ ଦେଖି ଅଡ଼ୁଆରେ ଅନ୍ୟ ଦେଶ? ଭାରତକୁ ସପୋର୍ଟ କରି ଚୀନ ବିପକ୍ଷରେ ବଡ଼ ବୟାନ ଦେଲା ଆମେରିକା!

ବ୍ୟୁରୋ ରିପୋର୍ଟ: ଭାରତ ଏବଂ ରୁଷିଆର ଏହି ନଜର ଉପରେ ଆମେରିକା ପ୍ରାୟତଃ ଚାପରେ ଆସିଯାଇଛି। ଆମେରିକାର ରାଷ୍ଟ୍ରପତି ଏହି ମୁଦ୍ଦା ଉପରେ ଖୋଲିକି କହିବାରେ ଲାଗିଛନ୍ତି ଆଉ ଏହା ଆଗରୁ ଆମେରିକା ଭାରତ କଥାରେ ପ୍ରାୟ କେବେ ଏତେ କହିନଥିଲେ। ତେବେ ଆମେରିକାର ରାଷ୍ଟ୍ରପତି ଭାରତ ଆଉ ଚୀନ ମୁଦ୍ଦା ଉପରର ମଧ୍ୟ କହିବାକୁ ଲାଗିଛନ୍ତି। ତେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ସରକାର ଏବେ ଏହି ମୁଦ୍ଦା ଉପରେ ଅଧିକ ନଜର ଦେବାରେ ଲାଗିଛନ୍ତି।

Google

ତେବେ ଆମେରିକାର ବୈଦେଶିକ ମନ୍ତ୍ରୀ ଡୋନାଲଡ଼ ଲୁ ଙ୍କର କହିବା କଥା କି ଚୀନ ଭାରତକୁ ସେହିଭଳି ଭାବରେ ଉତ୍ତେଜିତ କରୁଛି ଯେଉଁଭଳି ଭାବେ ଚୀନର ଆମେରିକା ପ୍ରତି ବ୍ୟବହାର ଅଛି। ତେବେ ଆଜି ଆମେ ଏହା ବାବଦରେ ବିସ୍ତୃତ ଭାବେ କହିବୁ କିଭାରତ ଆଉ ରୁଷିଆର ଗତିବିଧି କିପରି ଭାବେ ଆମେରିକାକୁ ଗଭୀର ଦୁଵିଧାରେ ପକାଇ ଦେଇଛି।

ତେବେ ଆମ ଭାରତର ସରକାରର ସବୁଠୁ ବଡ଼ ସଫଳତା ଏହା କି ତାହା ଆମେରିକା ଏବଂ ଋଷ ଦୁଇଟି ଦେଶ ଭିତରେ ଉତ୍ତମ ସନ୍ତୁଳନ ରକ୍ଷା କରି ଏକ ସନ୍ତୁଳନ ଗଠନ କରିଛି। ତେବେ ବହୁତ ସମୟରେ ଏପରି ମୁଦ୍ଦା ଆସିଛି ଯେଉଁ ସମୟରେ କି ଏହି ରାଜନୈତିକ ସମ୍ବନ୍ଧ ଟିକେ ଖରାପ ହେଇଛି। ମାତ୍ର ଏହା ଜମା ବି ଠିକ ହେଇନାହିଁ। ଯେପରିକି ୨୦୧୮ ମସିହାରେ ଆମେରିକା ରୁଷିଆ ଉପରେ କାଟସା ପ୍ରତିବନ୍ଧ ଲଗାଇବା ପରେ ଏହା ଭାରତକୁ ନିର୍ଦ୍ଦେଶ ଦେଲା କି ଭାରତ ରୁଷିଆ ସହ ଆଉ କିଛି ରାଜନୈତିକ ତଥା ସୈନିକଗତ ସମ୍ବନ୍ଧ ନ କରୁ ଅଥବା ତାହା ରୁଷିଆ ଠାରୁ ଆଉ କିଛି ସୈନିକ ଅଥବା ଅସ୍ତ୍ର ଶସ୍ତ୍ର ଆଦାନ ପ୍ରଦାନ ନକରୁ। ମାତ୍ର ଭାରତ ଏହା କହିଥିଲା କି ଭାରତ ଆନ୍ତର୍ଜାତୀୟ ଭାବେ ନିଜର ବୈଦେଶିକ ନୀତି ନିମନ୍ତେ ଆଉ କେଉଁ ବି ଦେଶର ନିର୍ଦ୍ଦେଶ ଗ୍ରହଣ କରିବ ନାହିଁ।

Google

ଏହାପରେ ଏପରି ଅନେକ ସମୟ ଆସିଛି ଯାହା ଭିତରେ କି ଭାରତ ଆମେରିକା ସହ ସହମତି ପ୍ରକାଶ କରିଛି ମାତ୍ର କେବେ ବି ରୁଷିଆ ବିପକ୍ଷରେ ଭୋଟ ପ୍ରଦାନ କରି ହିଁ ନାହିଁ। ଏହାର ଫଳାଫଳ ଏହା ହେଲା କି ଭାରତୀୟ ଛାତ୍ର ଯେଉଁମାନେ ୟୁକ୍ରେନରେ ଫସି ଯାଇଥିଲେ ସେମାନଙ୍କୁ ବାହାରକୁ ଆସିବା ପାଇଁ ଋଷି ସେନା ଅନୁମତି ପ୍ରଦାନ କରିଛି। ଭାରତୀୟ କେହି ବି ଛାତ୍ର ଯଦି ଭାରତର ତ୍ରିରଙ୍ଗା ପତାକା ଆଗରେ ଦେଖାଉଛି ତାହେଲେ ଋଷ ସେନା ତାଙ୍କର କିଛି ବି କ୍ଷତି କରୁନାହାନ୍ତି।

ଏହା ସହ ହିଁ ଆମେରିକା ମଧ୍ୟ ଭାରତର ଏହି ନୀତିକୁ ମାନି ନେଇଛି ଆଉ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ଉପରେ ଏକ ବଡ଼ ମୁଦ୍ଦା ନିଜର ନଜରକୁ ଆଣିଛି। ଆମେରିକା କହୁଛି କି ଚୀନ ଭାରତକୁ କିପରି ଭାବେ ଉତ୍ତେଜିତ ନକରୁ ତାହା ଉପରେ ଏକ ବଡ଼ ପଦକ୍ଷେପ ନେଇ ଆମେରିକା ଭାରତର ସୁରକ୍ଷା ଆଗକୁ ନେବ ଏବଂ ଯଦି ଭାରତକୁ ସୁରକ୍ଷାର ଆବଶ୍ୟକତା ପଡ଼େ ତାହେଲେ ଆମେରିକା ଦେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *