IND vs ENG: ଶୁକ୍ରବାର ଠୁ ଆରମ୍ଭ ଟେଷ୍ଟ! ଦୁଇ ଦମଦାର ଟିମ ଭିତରେ ଲଢେଇ! କିଏ ଜିତିବ?

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଟେଷ୍ଟ ଯାହାକି ଶୁକ୍ରବାର ଠୁ ଆରମ୍ଭ ହେବାର ଅଛି। ତେବେ ଏହି ଟେଷ୍ଟରେ ଯଦି ଇଂଲଣ୍ଡ ଦଳ ଜିତିଯାଏ ତେବେ ସିରିଜ ରହିଯିବ ଡ୍ର ଏବଂ ଯଦି ଏହି ଟେଷ୍ଟ ଭାରତ ଜିତେ କିମ୍ବା ଡ୍ର ରୁହେ ତେବେ ସିରିଜ ଜିତିବ ଇଣ୍ଡିଆ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨-୧ ରେ ଆଗୁଆ ଅଛି।

Google

ତେବେ ଇଂଲଣ୍ଡ ଟିମ ମଧ୍ୟ ଜବରଦସ୍ତ ଅଛି। ଜୋ ରୁଟ ଜବରଦସ୍ତ ଫର୍ମରେ ଥିବା ବେଳେ ଜେମ୍ସ ଆଣ୍ଡରସନ ଏବଂ ବ୍ରଡ୍ କରୁଛନ୍ତି ଭଲ ବୋଲିଂ। କ୍ୟାପଟେନ ନୂଆ ହୋଇଛନ୍ତି ବେନ ଷ୍ଟୋକସ। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଲୟରେ ଅଛି ଇଂଲଣ୍ଡ।

ଭାରତୀୟ ଦଳ ପାଖରେ ସିରିଜ ଜିତିବାର ଚାନ୍ସ ଅଛି। ଯଦି ଦଳ ଏହି ଟେଷ୍ଟ ଡ୍ର କରେ କିମ୍ବା ଜିତିଯାଏ ତେବେ ସିରିଜ ନେବ ଟିମ ଇଣ୍ଡିଆ। ଭାରତୀୟ ଦଳରେ ମଧ୍ୟ ବିରାଟ, ଗିଲ, ପନ୍ତଙ୍କ ପରି ଖେଳାଳି ଥିବା ବେଳେ ବୋଲିଂରେ ବୁମରା, ସାମୀ ରହିପାରନ୍ତି। ରୋହିତଙ୍କ ଖେଳିବା ନେଇ ସୃଷ୍ଟି ପ୍ରଶ୍ନବାଚୀ? ତେବେ ଆପଣଙ୍କ ଅନୁମାନରେ କେଉଁ ଟିମ ବେଶୀ ମଝଭୁତ ଲାଗୁଚି କମେଣ୍ଟରେ ଜଣାଇପାରିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *