ଏହି ବର୍ଷ ଟି-୨୦ ୱାଲ୍ଡକପ ଖେଳାଯିବାର ଅଛି ଯାହାକୁ ଆଗରେ ରଖି ଭାରତ ଦଳ ଆଇପିଏଲ ପରେ ୱାଲ୍ଡକପ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ପ୍ରଥମେ ଦକ୍ଷିଣ ଆଫ୍ରିକା ସହ ଦଳ ଟି-୨୦ ଖେଳୁଛି ଏହାପରେ ଇଂଲଣ୍ଡରେ ଦଳ ମଧ୍ୟ ଟି-୨୦ ଖେଳିବ କିନ୍ତୁ ଏହାର ଠିକ ପୂର୍ବରୁ ଦଳ ଆୟାରଲ୍ୟାଣ୍ଡ ସହ ୨ଟି ଟି-୨୦ ଖେଳିବ ଯାହାପାଇଁ ଭାରତ ଦଳ ଚୟନ ହୋଇନାହିଁ କିନ୍ତୁ ଆୟାରଲ୍ୟାଣ୍ଡ ତାର ଦଳ ଚୟନ କରିସାରିଲାଣି।

ଆୟାରଲ୍ୟାଣ୍ଡ ଦଳର ଭାରତ ସହ ଟି-୨୦ ଖେଳିବା ଦଳ ହେଉଛି: (୧) ଆଣ୍ଡ୍ୟୁ ବାଲବର୍ନି(୨) ମାର୍କ ଆଡ଼େର(୩) କର୍ଟିସ କ୍ୟାମ୍ଫର(୪) ଗାରେଥ ଦେଲାନି (୫) ଜର୍ଜ ଡକରେଲ(୬) ଷ୍ଟିଫେନ ଦୋହେନି(୭) ଯୋଶ ଲିଟଲ(୮) ଆଣ୍ଡ୍ୟୁ ମାକବ୍ରିନ(୯) ବାରି ମକାର୍ତି(୧୦) କନୋର ଓଲଫୋର୍ଟ (୧୧) ପୌଲ ଷ୍ଟରିଲିଂ(୧୨) ହାରି ଟେକ୍ଟର(୧୩) ଲୋର୍କାନ ଟକର(୧୫)କ୍ରିଆଗ ୟଙ୍ଗ
ଏହି ୧୫ ଜଣ ଖେଳାଳି ଭାରତ ସହ ଟି-୨୦ ମ୍ୟାଚ ପାଇଁ ଚୟନ କରାଯାଇଛି। ଏବଂ ୧ମ ମ୍ୟାଚ ପୁରା ଲୋକପୂର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଇଂଲଣ୍ଡ ସହ ଯେଉଁ ଟେଷ୍ଟ ମ୍ୟାଚ ଖେଳାଯିବ ତା ପାଇଁ ଦଳ ଚୟନ ସରିଛି କିନ୍ତୁ ତା ପୂର୍ବରୁ ଏହି ୨ଟି ଟି-୨୦ ପାଇଁ ଦଳ ଚୟନ ହୋଇନାହିଁ। କଣ ହାର୍ଦିକ ପାଣ୍ଡ୍ୟା ଦଳର ନେତୃତ୍ବ ନେବେ କାରଣ ସବୁ ବଡ଼ ଖେଳାଳି ଯଦି ଟେଷ୍ଟ ଟିମରେ ରହିବେ ଏବଂ ହାର୍ଦିକ ଟେଷ୍ଟ ଖେଳିବେନି ତ ସେ ଦଳର ଅଧିନାୟକ ହେବାର ବହୁତ ସମ୍ଭାବନା ଅଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।