IND vs SA ମଧ୍ୟରେ ଟି-୨୦ ସିରିଜ ୯ ଜୁନକୁ ଖେଳାଯିବାର ଅଛି। ଏଥି ନିମନ୍ତେ ପ୍ରସ୍ତୁତି ଚାଲୁଛି। ୯ ଜୁନରେ ଏହି ମ୍ୟାଚ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବାର ଅଛି। ଭାରତୀୟ ଦଳ ବିନା ରୋହିତ ଓ କୋହଲି ରେ ବି ମଝଭୁତ ଜଣା ପଡୁଛି।

କେ ଏଲ ରାହୁଲ ଜବରଦସ୍ତ ଫର୍ମରେ IPL ରେ ଥିଲେ। ସେ ଏହି ସିରିଜ ପାଇଁ ଅଧିନାୟକ ପଦ ଭାରତ ପକ୍ଷରୁ ସମ୍ଭାଳିବାର ଅଛି। IPL 2022 ରେ ତାଙ୍କ ଟିମ ପ୍ଲେ ଅଫକୁ ଯାଇଥିଲା। ଦଳ ସୁନ୍ଦର ପ୍ରଦର୍ଶନ କରୁଥିଲା। ତେବେ ଭାରତୀୟ ଟିମରେ ରାହୁଲଙ୍କ ଛଡା ଦୀପକ ହୁଡ୍ଡା ଅଛନ୍ତି ଯିଏକି IPL ରେ ସୁନ୍ଦର ଫର୍ମରେ ଥିଲେ। ଉମରାନ ମଲ୍ଲିକ ମଧ୍ୟ ଦଳରେ ଅଛନ୍ତି।
ଋଷଭ ପନ୍ତ ତାହା ଭେଙ୍କଟେସ ଅୟର ମଧ୍ୟ ଟିମ୍ରେ ଅଛନ୍ତି। ତେବେ ରାହୁଲଙ୍କ ସହ ଓପନ କରିବ କିଏ? ଋତୁରାଜ ନା ଇଶାନ ନା ଭେଙ୍କଟେସ? କଣ ଆପଣଙ୍କ ମତ କମେଣ୍ଟରେ ଜଣାଇବେ।
M. O. O. D in the camp ahead of the #INDvSA T20I series. ☺️ ?#TeamIndia | @Paytm pic.twitter.com/ZMB1XEvU7I
— BCCI (@BCCI) June 7, 2022
ଅପରପକ୍ଷରେ ସାଉଥ ଆଫ୍ରିକା ଟିମ ମଧ୍ୟ ମଝଭୁତ ଅଛି। କ୍ୱିଣ୍ଟନ ଡି କକ IPL ରେ ସୁନ୍ଦର ଫର୍ମରେ ଥିଲେ। ସେ ଏହି IPL ରେ ଶତକ ଜଡିଥିଲେ। ତାଙ୍କ ଛଡା ମାକର୍ମ, ଏନରିକ ନୋର୍କିଆ, ତବରେଜ ସାମସି ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।