IND vs SA: ପାୱାର ପ୍ଲେରେ ଭାରତର ଜବରଦସ୍ତ ଆରମ୍ଭ! ଇଶାନ-ଋତୁରାଜଙ୍କ ଯୋଡି ଜମିଲା

ଭାରତ ପାଇଁ ୩ୟ ଟି-୨୦ ମ୍ୟାଚରେ ବିଜୟ ନିତ୍ୟାନ୍ତ ଆବଶ୍ୟକ। କାରଣ ଦଳ ଯଦି ଏହି ମ୍ୟାଚ ହାରିଯିବ ତେବେ ସିରିଜ ସାଉଥ ଆଫ୍ରିକା ନେଇଯିବ। ସାଉଥ ଆଫ୍ରିକା ୨-୦ ରେ ଏବେ ଯାଏ ସିରିଜରେ ଆଗୁଆ ଅଛି। ଦଳ ଉନ୍ନତ ମାନର ଖେଳର ପ୍ରଦର୍ଶନ କରିବାରେ ସକ୍ଷମପର ରହିଛି।

Google

ତେବେ ୩ୟ ଟି-୨୦ ରେ ଜବରଦସ୍ତ ଆରମ୍ଭ କରିଛି ଟିମ ଇଣ୍ଡିଆ। ଋତୁରାଜ-ଇଶାନଙ୍କ ଯୋଡି ଜମିଛି। ପାୱାର ପ୍ଲେରେ ଭାରତ ବନାଇଲା ୫୭ ରନ। ଦଳ ଜବରଦସ୍ତ ଆରମ୍ଭ କରିଛି ତେବେ ଏହାକୁ ବଡ଼ ସ୍କୋରରେ ପରିଣତ କରିବାର ଅଛି । ନ୍ୟୁଜ ଲେଖା ହେବା ବେଳେ ଭାରତର ସ୍କୋର କ୍ରିକବଜ ଆଧାରରେ ୯.୩ ବଲରେ ୯୫ ରନ ହୋଇଛି ଓ ଦଳ ଗୋଟିଏ ବି ୱିକେଟ ହରାଇନାହିଁ।

ଭାରତ ପାଇଁ ଇଶାନ ୨୫ ବଲରେ ୩୬ କରିଥିବା ବେଳେ ଋତୁରାଜ ଗାଏକୱାଡ଼ ୩୨ ବଲରେ ୫୫ କରି ନଟ ଆଉଟ ଅଛନ୍ତି। ଋତୁରାଜ ଗାଏକୱାଡ଼ ୭ଟି ଛକା ଓ ୨ଟି ଚୌକା ୫୫ ରନର ପାରିରେ ଲଗାଇଛନ୍ତି। ସେ ଏବଂ ଇଶାନ ନଟ ଆଉଟ ବ୍ୟାଟିଂ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *