IPL 2022: ଅହମ୍ମଦାବାଦ ଦଳରେ ଯୋଡି ହେଲେ ବିଶ୍ୱକପ ବିଜୟୀ କୋଚ୍! ଏହି ଧୂଆଁଧାର ବ୍ୟାଟ୍ସମାନ ବି ଦଳରେ ହୋଇପାରନ୍ତି ସାମିଲ

Cricket News IPL 15 Ahmedabad starts making team former world champion coach included

ତେବେ ଏହି ବର୍ଷ ଆଇପିଏଲରେ ଅନେକ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି। ଯେପରିକି ଏହି ବର୍ଷ ଆଇପିଏଲରେ ୮ ବଦଳରେ ୧୦ ଟି ଦଳ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଜଣା ଯାଉଛି। ଏହା ସହିତ ଏହି ବର୍ଷ ଅହମ୍ମଦାବାଦ ନିଜର ଖେଳ ଦେଖାଇବା ମଧ୍ୟ ଆରମ୍ଭ କରିବ ବୋଲି ଜଣା ଯାଉଛି। ତେବେ ଏହି ବର୍ଷ ଏହି ଦଳ ପକ୍ଷରୁ ଯେଉଁ ନୂତନ ଖେଳାଳି ଓ ପ୍ରଶିକ୍ଷକ ମାନଙ୍କୁ ଅହମ୍ମଦାବାଦ ନିଜର ଦଳରେ ସାମିଲ କରିବାକୁ ଯାଉଛି ଏହା ସମ୍ପର୍କରେ କିଛି କିଛି ଶୁଣିବାକୁ ମଧ୍ୟ ମିଳୁଛି।

ତେବେ ଏହା ଶୁଣିବାକୁ ମିଳୁଛି କି ଅହମ୍ମଦାବାଦ ନିଜର ଦଳର ପ୍ରଶିକ୍ଷକ ଭାବରେ ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ଗ୍ୟାରି କ୍ରିଷ୍ଟନଙ୍କୁ ନିଜର ଦଳରେ ସାମିଲ କରିବାକୁ ଯାଉଛି। ଯାହା ସହିତ ଆଶିଷ ନେହେରାଙ୍କୁ ମଧ୍ୟ ଅହମଦାବାଦ ନିଜର ପ୍ରଶିକ୍ଷକ ଭାବରେ ସାମିଲ କରି ପାରେ ବୋଲି ଶୁଣିବାକୁ ମିଳୁଛି। ଏହା ସହିତ ହାର୍ଦିକ ପାଣ୍ଡ୍ୟା ଓ ଡେଭିଡ ୱାର୍ଣରଙ୍କ ଭଳି ଖେଳାଳି ମଧ୍ୟ ଏହି ଦଳ ସହିତ ଯୋଡି ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଏହି ଦଳ ଏହି ବର୍ଷ ପ୍ରଥମ ଥର ଏହି ଆଇପିଏଲରେ ଅଂଶ ଗ୍ରହଣ କରିବାକୁ ଯାଉଛି।

Cricket News IPL 2022: Gary Kirsten
Google

ଏହା ସହିତ ଏହା ମଧ୍ୟ ଶୁଣିବାକୁ ମିଳୁଛି କି ଏହି ଦଳ ସହିତ ଶ୍ରେୟସ ଆୟର ମଧ୍ୟ ଜଡିତ ହୋଇ ପାରନ୍ତି। ଏହା ସହିତ ଅହମଦାବାଦ ଦଳ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ସାରିଲାଣି। ଏହା ସହିତ ଏହା ଦେଖିବାକୁ ବାକି ରହିଲା କି ଏହି ଦଳ କେଉଁ କେଉଁ ଖେଳାଳିଙ୍କୁ ନିଜର ଦଳରେ ସାମିଲ କରୁଛି। ଏହା ସହିତ ଏହି ଦଳ ନିଜର ସମସ୍ତ ଶକ୍ତି ଖଟାଇ ଭଲ ଖେଳାଳି କିଣିବା ପାଇଁ ଲାଗି ପଡ଼ିପାରେ।

ତେବେ ଏହି ସମସ୍ତ ଖେଳାଳି ଯଦି ଏହି ଦଳରେ ନ ରୁହନ୍ତି ମଧ୍ୟ ତେବେ ଏହା ପରେ ମଧ୍ୟ ଏହି ଖେଳାଳି ମାନଙ୍କ ଉପରେ ବହୁତ ଅଧିକ ଟଙ୍କାର ନିଲାମ ଲାଗି ପାରେ। ଏହା ସହିତ ଏହି ଖେଳାଳି ମାନଙ୍କୁ ଅହମ୍ମଦାବାଦ ନିଜର ଦଳରେ ସାମିଲ କରିବା ପାଇଁ ଅନେକ ପ୍ରୟାସ ମଧ୍ୟ କରୁଛି। ଏହା ସହିତ ଲକ୍ଷ୍ନୌ ମଧ୍ୟ ନିଜର ଦଳରେ ଲୋକେଶ ରାହୁଲଙ୍କୁ ସାମିଲ କରିବା ପାଇଁ ନିଜର ପ୍ରୟାସ କରୁଛି। ତେବେ ଆଗାମୀ ଫ୍ରେବୃୟାରି ମାସରେ ମେଗା ଅକ୍ସନ ପରେ ପ୍ରାୟ ସବୁକିଛି ସ୍ପଷ୍ଟ ହୋଇଯିବ କେଉଁ ଖେଳାଳି କେଉଁ ଦଳକୁ ଯିବେ।

IPL 2022: KL Rahul maybe join in team Ahmedabad
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *