୨୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି IPL-15ର ଧମାକାଦାର ଲଢେଇ! ଜାରି ହେଲା ସିଡ୍ୟୁଲ! ଦେଖନ୍ତୁ ଲିଷ୍ଟ

ବ୍ୟୁରୋ ରିପୋର୍ଟ: IPLର ୧୫ତମ ସିଜିନର ଆରମ୍ଭ ୨୬ ମାର୍ଚ୍ଚକୁ ହେବାକୁ ଯାଉଛି। ଦୁନିଆର ଏହି ସବୁଠୁ ମହଙ୍ଗା କ୍ରିକେଟ ଲିଗର ଆରମ୍ଭ ୨୬ ମାର୍ଚ୍ଚରୁ ହେବାର ଅଛି ଏବଂ ଏହାର ଆରମ୍ଭ ମ୍ୟାଚ ଚେନାଇ ସୁପର କିଂଗ୍ସ ଓ କୋଲକାତା ନାଇଟ ରାଇଡ଼ର୍ଶଙ୍କ ଭିତରେ ହେବାକୁ ଯାଉଛି ଯେଉଁମାନେ କି ପୂର୍ବ ବର୍ଷର ଫାଇନାଲିଷ୍ଟ ଥିଲେ। ଏହା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାର ଅଛି।

ଏହିବର୍ଷ ୮ଟି ଟିମ ବଦଳରେ ୧୦ଟି ଟିମ ଓହ୍ଲାଇବାକୁ ଯାଉଛନ୍ତି ଏବଂ ଏହାର ସମ୍ପୂର୍ଣ ୭୦ଟି ମ୍ୟାଚ ମୁମ୍ବାଇ ଏବଂ ପୁନେ ଗ୍ରାଉଣ୍ଡରେ ଖେଳାଯିବାର ଅଛି। ଏଥର ଲକ୍ଷନୌ ସୁପର ଜାଏଂଟସ ଏବଂ ଗୁଜୁରାଟ ଟାଇଟାନ୍ସ ପ୍ରଥମ ଥର ପାଇଁ ବାହାରିବାକୁ ଯାଉଛନ୍ତି। ତେବେ ଏହାର ଫାଇନାଲ ମ୍ୟାଚ ୨୨ ମଇକୁ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାର ଅଛି। ଦେଖନ୍ତୁ ମ୍ୟାଚ ଲିଷ୍ଟ

୧:- csk vs kkr
୨:- dc vs mi
୩:- pbks vs rcb
୪:- gt vs lg
୫:- srh vs rr
୬:- rcb vs kkr
୭:- lg vs csk
୮:- kkr vs pbks
୯:- mi vs rr
୧୦:- gt vs dc
୧୧:- csk vs pbks
୧୨:- srh vs lg
୧୩:- rr vs rcb
୧୪:- kkr vs mi
୧୫:- lg vs dc
୧୬:- csk vs srh
୧୭:- rcb vs mi
୧୮:- kkr vs dc
୧୯:- rr vs lg
୨୦:- rr vs lg
୨୧:- srh vs gt
୨୨:- csk vs rcb
୨୩:- mi vs pbks
୨୪:- mi vs pbks
୨୫:- rr vs gt
୨୬:- srh vs kkr
୨୭:- dc vs rcb
୨୮:- pbks vs rcb
୨୯:- gt vs csk
୩୦:- rr vs kkr
୩୧:-lg rcb
୩୨:- dc vs pbks
୩୩:- mi vs csk
୩୪:- dc vs rr
୩୫:- kkr vs gt
୩୬:- rcb vs srh
୩୭:- lg vs mi
୩୮:- pbks vs csk
୩୯:- rcb vs rr
୪୦:- gt vs srh
୪୧:- dc vs kkr
୪୨:- pbks vs lg
୪୩:- gt vs rcb
୪୪:- rr vs mi
୪୫:- dc vs lg
୪୬:- srh vs csk
୪୭:- kkr vs rr
୪୮:- gt vs pbks
୪୯:- rcb vs csk
୫୦:- dc vs srh
୫୧:- gt vs mi
୫୨:- pbks vs rr
୫୩:- lg vs kkr
୫୪:- srh vs rcb
୫୫:- csk vs dc
୫୬:- mi vs kkr
୫୭:- lg vs gt
୫୮:- rr vs dc
୫୯:- csk vs mi
୬୦:- rcb vs pbks
୬୧:- kkr vs srh
୬୨:- csk vs gt
୬୩:- lg vs rcb
୬୪:- pbks vs rcb
୬୫:- mi vs srh
୬୬:- kkr srh
୬୭:- rcb vs gt
୬୮:- rr vs csk
୬୯:- mi vs dc
୭୦:- srh vs pbks

ମୁମ୍ବାଇର ୱାଙ୍ଖଡେ ଏବଂ ବ୍ରେବର୍ଣ ଷ୍ଟାଡିଅମ ଛାଡି, ଡିବାଇ ପାର୍ଟିଲ ଷ୍ଟାଡିଅମ ବ୍ୟତୀତ ପୁନେର ଏମସିଏ ଷ୍ଟାଡିଅମ ଭିତରେ ମ୍ୟାଚ ଖେଳାଯିବାର ଅଛି। ଏହା ବ୍ୟତୀତ ଲିଗ ଷ୍ଟେଜ ଛାଡି ଅନ୍ୟ କିଛି ଷ୍ଟେଜର ମ୍ୟାଚ ମାନଙ୍କ ବାବଦରେ କିଛି ଖବର ଦିଆ ଯାଇନାହିଁ। ମୁମ୍ବାଇର ବ୍ରେବର୍ଣ ଆଉ ୱାଙ୍ଖଡେ ଷ୍ଟାଡିୟମରେ ୨୦-୨୦ ମ୍ୟାଚ ଖେଳାଯିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *