୧୪ ଟା IPL ସିଜିନ ଗଲା ହେଲେ ଏହି ସିଜିନରେ BCCI ମାରିବ ବାଜି! ପ୍ରାୟ ୧୦୦୦ କୋଟିରୁ ଅଧିକ ହୋଇପାରେ ଇନକମ!

ବ୍ୟୁରୋ ରିପୋର୍ଟ: ପ୍ରଥମ ଥର ପାଇଁ IPL ଇତିହାସରେ ବିସିସିଆଇ ଆୟ କରିବାକୁ ଯାଉଛି ଏକ ହଜାର କୋଟିରୁ ଅଧିକ। IPL 2022 ର ସ୍ପୋନ୍ସରସିପକୁ ଦେଖିଲେ BCCI ପ୍ରାୟ ୧୦୦୦ କୋଟିରୁ ଅଧିକ ଇନକମ କରିବା ପ୍ରାୟ ନିଶ୍ଚିତ। ୧୪ ବର୍ଷ ହେଲା ଲିଗରୁ ଏମିତି କେବେ ହୋଇନାହିଁ। ପ୍ରଯୋଜକ ରାଶି BCCI କୁ ମିଳିଛି IPL 15 ରେ ପ୍ରାୟ ୧୦୦୦ କୋଟି ଟଙ୍କା।

ଟାଇଟେଲ ସ୍ପୋନ୍ସର ଏଥର ଟାଟା ଅଟେ। ସେହି ପରି BCCI କୁ ଆସୋସିଏଟ ସ୍ପୋନ୍ସର ବି ମିଳିଛି। ସ୍ୱିଗି ଏବଂ ରୂପେ IPL ର କେନ୍ଦ୍ରୀୟ ପ୍ରୟୋଜକ ଅଟନ୍ତି।

Google

ବିଶେଷ ରିପୋର୍ଟ ଅନୁସାରେ ବାର୍ଷିକ ୪୮-୫୦ କୋଟି ଟଙ୍କାର ଡିଲ BCCI ସ୍ୱିଗି ଏବଂ ରୂପେ ସହ କରିଛି। ୩୩୫ କୋଟି ଟାଟା ପ୍ରଦାନ କରିବ। ଭିଭୋ ଅପେକ୍ଷା ଏହା କମ ଅଟେ। ହେଲେ ବି ୩୦-୪୦% ଅଧିକ ଆୟ ହେବ।

ଇନସାଇଡ଼ ରିପୋର୍ଟ ମୁତାବକ ଭିଭୋ ସହ ଅନୁବନ୍ଧିତ ରାଶି ମିଳିବ ନାହିଁ । IPL 2022 ଏବଂ 2023 ମ୍ୟାଚ ସଂଖ୍ୟା ଅନୁସାରେ ରାଶି ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *