ଭଲ ପ୍ରଦର୍ଶନ ନ କଲେ ଆଉ IPL ନ ଖେଳିପାରନ୍ତି ଏହି ନାମୀ ଖେଳାଳି! ଲିଷ୍ଟରେ ବଡ଼ ବଡ଼ ଖେଳାଳୀ ସାମିଲ

ବ୍ୟୁରୋ ରିପୋର୍ଟ: ତେବେ ଆଇପିଏଲ ଆରମ୍ଭ ହେବାକୁ ଯାଉଛି ଏବଂ ଏଥିରେ ପୁନର୍ବାର ପ୍ଲେୟର ମାନଙ୍କର ଭଲ ଭଲ ପ୍ରଦର୍ଶନ ଦେଖିବାକୁ ମିଳିବାର ଚାନ୍ସ ଅଛି। ପୁନର୍ବାର ଚୌକା ଓ ଛକା ଦେଖିବାକୁ ମିଳିବାର ଚାନ୍ସ ଅଛି। ଅନେକ ପ୍ଲେୟର ମାନଙ୍କର ଅନେକ ପ୍ରକାରର ପ୍ରଦର୍ଶନ ପୁଣି ଦେଖିବାକୁ ମିଳିବ। ମାତ୍ର ଏମାନଙ୍କ ଭିତରେ ଏପରି ପ୍ଲେୟର ମାନେ ମଧ୍ୟ ଅଛନ୍ତି ଯିଏ କି ବହୁତ ବଡ଼ ବଡ଼ ନାମ ଧରି ରହିଛନ୍ତି ମାତ୍ର ସେମାନଙ୍କର ପ୍ରଦର୍ଶନ ସେତେ ବଡ଼ ନାହିଁ। ସେହିଭଳି ପ୍ଲେୟର ମାନେ ଭାରତ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ମଧ୍ୟ ଖେଳି ସାରିଛନ୍ତି ମାତ୍ର ତାଙ୍କ ପାଖରେ ବେଶୀ ସୁଯୋଗ ନାହିଁ। ଆଜି ଆମେ ସେହିଭଳି କିଛି ପ୍ଲେୟର ମାନଙ୍କ କଥା କହିବାକୁ ଯାଉଛୁ।

Google

ତେବେ ପ୍ରଥମେ ଆସନ୍ତି ଦିନେସ କାର୍ତ୍ତିକ। ସେ ଆଇପିଏଲର ଅଲଗା ଅଲଗା ଟିମ ମାନଙ୍କ ପାଇଁ ଖେଳି ସାରିଛନ୍ତି ଓ ସେ ପୁନର୍ବାର ଆରସିବି ପାଇଁ ଖେଳିବାକୁ ଯାଉଛନ୍ତି। ସେ କେକେଆର ପାଇଁ ଅଧିନାୟକ ଭାବେ ମଧ୍ୟ ଖେଳି ସାରିଥିଲେ ମାତ୍ର ସେଠାରେ ତାଙ୍କ ପ୍ରଦର୍ଶନ ଏତେ ଭଲ ରହିଲା ନାହିଁ। ଏ ବର୍ଷ ଆରସିବି ପାଇଁ ଯଦି ସେ ଭଲ ପ୍ରଦର୍ଶନ ନ କରନ୍ତି ତାହେଲେ ଏହି ଆଇପିଏଲ ୧୫ର ସିଜିନ ତାଙ୍କ ପାଇଁ ଶେଷ ଆଇପିଏଲ ସିଜିନ ହୋଇପାରେ। ତେବେ ପୁର୍ବ ସିଜିନ ସେ ୧୦ ଟି ମ୍ୟାଚରେ ୧୪୯ ରନ କରିଥିଲେ ଏବଂ ଯାହା ଭିତରେ ତାଙ୍କ ରନ ହାର ୨୯.୮୦ ରହିଥିଲା। ତେବେ ଏହା ପୂର୍ବ ସିଜିନରେ ମଧ୍ୟ ସେ ୧୪ଟି ମ୍ୟାଚରେ ମାତ୍ର ୧୬୯ ରନ କରି ପାରିଥିଲେ। ତାଙ୍କ ହାର ୧୪.୦୮ ରହିଥିଲା।

ଏହାପରେ ଯେଉଁ ଖେଳାଳି ଆସନ୍ତି ସେ ଦିନେ ଭାରତ ପାଇଁ ବହୁତ ବଡ଼ ପ୍ଲେୟର ଭାବେ ଥିଲେ। ସେ ଟିମରୁ ବାହାରେ ଅଛନ୍ତି।

Google

ଏହାପର ପ୍ଲେୟର ହେଉଛନ୍ତି ଋଦ୍ଧିମାନ ସାହା। ସେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ମଧ୍ୟ ଖେଳି ସାରିଛନ୍ତି ଆଉ ଓପନିଙ୍ଗ ମଧ୍ୟ କରିସାରିଛନ୍ତି ମାତ୍ର ଏବ ର୍ଷ ସେ ଗୁଜୁରାଟ ଟାଇଟାନ୍ସ ଆଡେ ସାମିଲ ହୋଇଛନ୍ତି। ତେବେ ତାଙ୍କ ଟିମ ଏହା ଚାହିଁବ କି ସେ ଭଲ ପ୍ରଦର୍ଶନ କରନ୍ତୁ ବୋଲି। ପୂର୍ବ ବର୍ଷ ତାଙ୍କ ପ୍ରଦର୍ଶନ ସାଧାରଣ ଥିଲା କାରଣ ସେ ୯ଟି ମ୍ୟାଚରେ ମାତ୍ର ୧୩୧ ରନ ହିଁ କରିଥିଲେ।

ଏହାପର ଖେଳାଳି ହେଉଛନ୍ତି ବରୁନ ଆରୋନ। କାରଣ ଏହି ପ୍ଲେୟର ପାଖରେ ଗତି ଅଛି ମାତ୍ର ସେ ଏବେ ଟିମ ବାହାରେ ଅଛନ୍ତି। ଏବର୍ଷ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ ଆଉ ୱିକେଟ ନେବା ସହ ରନ ଗତି କମ କରିବାକୁ ହେବ ନହେଲେ ସେ ଟିମରୁ ବାହାରେ ରହିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *