ପୁଣି ଅଡ଼ୁଆ କଲା କୋଭିଡ! ବିନା ଦର୍ଶକରେ ଖେଳାଯିବ IPL 2022!

ବ୍ୟୁରୋ ରିପୋର୍ଟ: ୨୬ ମାର୍ଚ୍ଚକୁ IPL ର ଆଉ ଏକ ସଂସ୍କରଣ ଆରମ୍ଭ ହେବାର ଅଛି। ଖବର ଏହା ପ୍ରାୟ ଥିଲା।ପ୍ରଥମରୁ କି ଦର୍ଶକ ଆସିବେ। ହେଲେ ବିଶେଷ ରିପୋର୍ଟ ଅନୁସାରେ ଯାହା ଜଣା ଯାଇଛି କି ବିନା ଦର୍ଶକରେ ଖେଳାଯିବ IPL 2022। ୨୫ % ଦର୍ଶକ ଆସିବେ ବୋଲି ପୂର୍ବରୁ କୁହାଯାଉଥିଲା। ହେଲେ ଏହି ନିଷ୍ପତ୍ତି ଏବେ କାର୍ଯ୍ୟକାରୀ ନ ହୋଇପାରେ।

କେନ୍ଦ୍ର ସରକାର କଲେ ରାଜ୍ୟକୁ ଆଲର୍ଟ:

ମହାରାଷ୍ଟ୍ର ସରକାରଙ୍କୁ କେନ୍ଦ୍ର ସରକାର କରୋନା ଭାଇରସ୍ ପାଇଁ ଚେତାବନୀ ଦେଇଦେଇଛନ୍ତି। IPL ଉପରେ ଯାହାର ପ୍ରଭାବ ପଡିପାରେ। ରାଜେଶ ଟୋପେ ଯିଏ କି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସେ କହିଛନ୍ତି କି ସେମାନଙ୍କୁ ଆଲର୍ଟରେ ରହିବାକୁ କେନ୍ଦ୍ର ସରକାର କହିଛନ୍ତି। ଚୀନ ସମେତ ୟୁରୋପିୟ ମାମଲା ବୃଦ୍ଧି ପାଉଛି। ଏଥିନେଇ ସତର୍କ ମୂଳକ ପଦକ୍ଷେପ ନେବାକୁ ହେବ। IPL ଉପରେ କିଛି ବି ଟିପ୍ପଣୀ ଦେବାକୁ ସେ ମନା କରିଛନ୍ତି।

Google

ଲିଗ ମ୍ୟାଚ ମୁମ୍ବାଇ ଏବଂ ପୁନେରେ:

ମହାରାଷ୍ଟ୍ରରେ ବାୟୋବବଲରେ IPL 2022 ର ସବୁ ଲିଗ ମ୍ୟାଚ ଖେଳାଯିବାର ଅଛି। ୭୦ ଟି ଲିଗ ମ୍ୟାଚ ମୁମ୍ବାଇରେ ଖେଳାଯିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *