ସାହରୁଖ ଖାନଙ୍କୁ ଆଇପିଏଲ ୨୦୨୨ ପାଇଁ ଟିମ ପଞ୍ଜାବ ରିଟେନ କରିନାହିଁ। ଆଇପିଏଲ ୨୦୨୧ରେ ସେ ପଞ୍ଜାଵ କିଙ୍ଗସ ତରଫରୁ ଖେଳିଥିଲେ। ଏହା ମଧ୍ୟରେ ଏହି ଯୁବ ବ୍ୟାଟ୍ସମ୍ୟାନ ବିଜୟ ହଜାରେ ଏକଦିବସିୟରେ ସୁନ୍ଦର ପ୍ରଦର୍ଶନ କରି ଆଇପିଏଲ ୨୦୨୨ ମେଗା ଅକ୍ସନ ପୂର୍ଵରୁ ପ୍ରାୟ ସବୁ ଟିମଙ୍କ ଧ୍ୟାନ ନିଜ ଆଡକୁ କରିଛନ୍ତି। ଏଥର ୮ ଜାଗାରେ ଆଇପିଏଲରେ ୧୦ ଟି ଟିମ ଖେଳିବାର ଚାନ୍ସ ଅଛି। ମେଗା ଅକ୍ସନ ଫେବୃଆରୀରେ ହେବାର ସମ୍ଭାବନା ଅଛି। ବିସିସିଆଇ ଏହାକୁ ନେଇ କୌଣସି ଅଧିକାରୀର ଘୋଷଣା କରିନାହିଁ।
ସାହରୁଖ ଖାନ ରବିବାରକୁ ବିଜୟ ହଜାରେ ଟ୍ରଫିର ଫାଇନାଲରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ୭ ମ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ସାହାରୁଖ ଖାନ ତାମିଲନାଡୁ ତରଫରୁ ୨୧ ବଲରେ ୪୨ ରନ କରିଛନ୍ତି। ଏହି ସମୟରେ ତାଙ୍କ ଷ୍ଟାଇକରେଟ ୨୦୦ ରହିଥିଲା। ସେ ଏହି ପାରିରେ ତିନୋଟି ଚୌକା ଓ ତିନୋଟି ଛକା ମାରିଥିଲେ। ମାନେ ୩୦ ରନ କେବଳ ସେ ବାଉଣ୍ଡାରିରେ ମାରିଥିଲେ। ଟିମ ପ୍ରଥମେ ଖେଳି ୩୧୪ ରନର ଭଲ ସ୍କୋର କରିଥିଲା। ଦିନେସ କାର୍ତିକ ୧୧୬ ରନର ଶତକିୟ ପାରି ଖେଳିଥିଲେ।

ଟୁର୍ଣ୍ଣାମେଣ୍ଟରେ ଚୌକାରୁ ଅଧିକ ଛକା ମାରିଥିଲେ:
୨୬ ବର୍ଷୀୟ ସାହରୁ ଖାନ ଏହି ଟୁର୍ଣ୍ଣାମେଣ୍ଟର ଏହି ସିଜନରେ ଆକ୍ରାମକ ପାରି ଖେଳିଥିଲେ। ସେ ୮ ଟି ମ୍ୟାଚର ୭ ଟି ପାରିରେ ୪୨ ଔସତରେ ୨୫୩ ରନ କରିଛନ୍ତି। ଏହି ସସହ ସେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟାଇକରେଟ ୧୮୬ର ରହିଥିଲା ଯାହା ବହୁତ ଭଲ ଅଟେ। ଏହି ସମୟରେ ସେ ୧୯ ଚୌକା ଓ ୨୦। ଟି ଛକା ମାରିଥିଲେ। ମାନେ ୩୯ ବଲରେ ୧୯୬ ରନ ତାଙ୍କର ବାଉଣ୍ଡରିରେ ଅଟେ। ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୭୯ ରହିଥିଲା।
୫.୨୫ କୋଟିରେ ଟିମ କରିଥିଲା ସାମିଲ:
ଆଇପିଏଲ ୨୦୨୧ରେ ପଞ୍ଜାଵ କିଙ୍ଗସ ସାହରୁଖ ଖାନଙ୍କୁ ଟିମରେ ୫.୨୫ କୋଟିରେ ସାମିଲ କରିଥିଲା। ସେ ପୂର୍ଵ ସିରିଜରେ ଟି-୨୦ ଲିଗରେ ଡେବ୍ୟୁ କରିଥିଲେ। ସେ ୧୧ ମ୍ୟାଚରେ ୨୨ର ଔସତରେ ୧୫୩ ରନ କରିଥିଲେ। ତାଙ୍କର ଷ୍ଟାଇକରେଟ ୧୩୪ର ରହିଥିଲା। ଏଥର ଆଇପିଏଲ ଅକ୍ସନରେ ତାଙ୍କ ଉପରେ ଅଧିକ ଦାମ ଲଗାଯାଇପାରେ। ଶାହାରୁଖ ଖାନ ପୂର୍ବ ବର୍ଷ ପଞ୍ଜାବ ପକ୍ଷରୁ ଖେଳିଥିଲେ। ପଞ୍ଜାବ ଦଳ କଥା କହିବା ତ ପୂର୍ବ ବର୍ଷ ପଞ୍ଜାବ ପ୍ଲେ ଅଫ କୁ ଯାଇପାରିନଥିଲା। ଦଳ ମୟଙ୍କ ଅଗ୍ରୱାଲ ଏବଂ ଅଶ୍ରଦିପ ସିଂଙ୍କୁ ରିଟେନ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।