IPL AUCTION: ଦେଖନ୍ତୁ ପ୍ରଥମ ଦିନରେ କେତେ ଟଙ୍କାରେ କେଉଁ ଖେଳାଳି କେଉଁ ଦଳରେ ହେଲେ ସାମିଲ! ଜାରି ହେଲା ଲିଷ୍ଟ!

ବ୍ୟୁରୋ ରିପୋର୍ଟ: କହିରଖିବୁ IPL 2022 ପାଇଁ କେତେକ ଦଳ ରିଟେନ ଲିଷ୍ଟ ଜାରି କରିଥିଲେ। IPL ୨୦୨୨ ରୋମାଞ୍ଚକର ହେବାକୁ ଯାଉଛି। ଏଥର IPL ୮ ସ୍ଥାନରେ ୧୦ ଟିମ ଖେଳିବାର ଅଛି ଓ ମ୍ୟାଚ ସଂଖ୍ୟା ୬୦ ବଦଳରେ ୭୪ ହେବାର ଚାନ୍ସ ଅଛି। ମେଗା ଅକ୍ସନ ଚାଲିଛି ଏହାର ପ୍ରଥମ ଦିନ ଅନେକ ଖେଳାଳି କେତେକ ବିକ୍ରି ହୋଇଥିଲେ। ତେବେ ଆସନ୍ତୁ ଜାଣିବା ମେଗା ଅକ୍ସନର ପ୍ରଥମ ଦିନ କେଉଁ ଖେଳାଳି କେତେ ଦାମରେ କେଉଁ ଟିମରେ ସାମିଲ ହେଲେ।

Google

ମନିଷ ପାଣ୍ଡେ-୪.୬୦ କୋଟି-LSG
ସିମରାନ ହେଟମାୟର-୮.୫୦ କୋଟି-RR
ରବିନ ଉଥାପା-୨ କୋଟି-CSK
ଯେସେନ ରୟ-୨ କୋଟି-GT
ଦେବଦତ ପଡିକଲ-୭.୭୫ କୋଟି-RR
ଡିଯେ ବ୍ରାଭୋ-୪.୪୦ କୋଟି-CSK
ନିଟିସ ରାଣା-୮ କୋଟି-KKR
ଯେସନ ହୋଲ୍ଡର-୮.୭୫ କୋଟି-LSG
ଦୀପକ ହୁଡା -୫.୭୫ କୋଟି-LSG
କଗୀସୋ ରବାଡ଼ା-୯.୨୫ କୋଟି-PBKS
ଶିଖର ଧାୱନ-୮.୨୫ କୋଟି -PBKS
ଡେଭିଡ ୱାନର-୬.୨୫ କୋଟି-DC
ହର୍ଷଲ ପଟେଲ-୧୦.୭୫ କୋଟି-RCB
ୱାସିଙ୍ଗଟନ ସୁନ୍ଦର-୮.୭୫ କୋଟି-SRH
କୁନାଲ ପାଣ୍ଡିଆ-୮.୨୫ କୋଟି-LSG
ମିଚେଲ ମାର୍ସ-୬.୨୬କୋଟି-DC
ଅମ୍ବାତି ରାଇଡୁ-୬.୭୫ କୋଟି-CSK
ଦିନେସ କାର୍ତିକ-୫.୫୦ କୋଟି-RCB
ଜନି ବେୟରଷ୍ଟୋ-୬.୭୫ କୋଟି-PBKS
ନିକୋଲସ ପୁରନ-୧୦.୭୫ କୋଟି-SRH
ଟି ନଟରାଜନ-୪ କୋଟି-SRH
ୱାନେନ୍ଦୁ ହଂସରଙ୍ଗା-୧୦.୭୫ କୋଟି-RCB
ଦୀପକ ଚାହାର-୧୪ କୋଟି-CSK

 

ପ୍ରସିଦ୍ଧ କ୍ରିଷ୍ଣା-୧୦ କୋଟି-RR
ଇସାନ କିସନ-୧୫.୨୫ କୋଟି-MI
ମାର୍କ ବୁଡ଼-୭.୫୦ କୋଟି-LSG
ଲକି ଫର୍ଗୁସନ-୧୦କୋଟି-GT
ଜୋସ ହେଜଲବୁଡ଼-୧୦.୭୫ କୋଟି-RCB
ଭୁବନେଶ୍ୱର କୁମାର-୪.୨୦ କୋଟି-SRH
ସାରଦୁଲ ଠାକୁର-୧୦.୭୫ କୋଟି-DC
ମୁସ୍ତଫିଜୁର ରହିମ-୨ କୋଟି-DC
କୁଲଦୀପ ଯାଦବ -୨ କୋଟି-DC
ଆର ଅଶ୍ୱିନୀ-୫ କୋଟି-RR
ପେଟ କମିନ୍ସ-୭.୨୫ କୋଟି-KKR
ଟ୍ରେଣ୍ଟ ବୋଲଟ-୮ କୋଟି-RR
ମହମ୍ମଦ ସାମୀ-୬.୨୫ କୋଟି-GT
ଶ୍ରେୟସ ଅୟର-୧୨.୨୫ କୋଟି-KKR
ଫାଫ ଡୁ ପ୍ଲେସି-୭ କୋଟି-RCB
କ୍ୱିଣ୍ଟନ ଡିକକ-୬.୭୫ କୋଟି-LSG

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *