ଆଇପିଏଲର ମେଗା ଅକ୍ସନ ପୂର୍ବରୁ ସବୁ ୮ ଟି ଯାକ ଟିମ ନିଜ ରିଟନ ଖେଳାଳିଙ୍କ ଲିଷ୍ଟ ଜରି କରିଦେଇଛନ୍ତି। ଏହାର କାରଣ ହେଉଛି ଆଇପିଏଲ ୨୦୨୨ରେ ୮ବଦଳରେ ୧୦ ଟି ଟିମ ଖେଳିବେ ଏହା ପୂର୍ବରୁ ବିସିସିଆଇ ମେଗା ଅକ୍ସନ କରିବାକୁ ଚାହୁଁଛି। କିନ୍ତୁ ନିରାଶ ଟିମ ଏହା ସପକ୍ଷରେ ନାହାନ୍ତି ଏହାକୁବନ୍ଦ କରାଯାଉ ସେମାନେ କହିଛନ୍ତି। କହିରଖିବୁ କେକେଆର ଟିମର ସିଇଓ ଭେଙ୍କି ମେସୁରଙ୍କର ମାନିବା ଅଟେକି ଆଉ ମେଗା ଅକ୍ସନ ହେବା ଦରକାର ନାହିଁ।

ତାଙ୍କ ସହ ଦିଲ୍ଲୀ କ୍ୟାପିଟଲ୍ସର ପାର୍ଥ ଜିନ୍ଦଲଙ୍କର ମଧ୍ୟ ଏହା କହିବାର ଅଛିକି ଏହି ମେଗା ଆକ୍ସନକୁ ବନ୍ଦ କରିଦେବା ଉଚିତ ଏହାର କାରଣ ହେଉଛି।ଅନେକ ସମୟରେ ଟିମ ନିଜ ପସନ୍ଦର ଖେଳାଳିଙ୍କୁ ହରାଇ ଦେଇଥାଏ।ଯେଉଁ ଖେଳାଳିଙ୍କୁ ଟିମ ରଖିବାକୁ ଚାହିଁଥାଏ ତାଙ୍କୁ ହରାଇବା ବହୁତ ଦୁଃଖଭରା ଅଟେ। ତେବେ ଆସନ୍ତୁ ଭେଙ୍କି ମେସୁର କଣ କହିଛନ୍ତି।ସେ କହିଛନ୍ତି,”ଆଇପିଏଲ ଟିମ ମାନଙ୍କ ପାଖରେ ନିଜ ନିଜର ଏକାଡେମୀ ଅଛି ଓ ସ୍କାଉଟିଙ୍ଗ ପ୍ରଣାଳୀ ଅଛି। ଜିଏକି ଯୁବ ଖେଳାଳି କରିଥାଏ ଓ ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଥାଏ। ଏହା ପରେ ତାଙ୍କୁ ନିଲାମି ପାଇଁ ନପଠାଇ ଟିମଙ୍କୁ ରିଟନ କରାଯାଇ ଦେବା ଦ୍ଵାରା ଟିମର ଲାଭ ହୋଇଥାଏ। ଗୋଟେ ସମୟ ଥିଲା ଯେବେ ବଡ଼ ନିଲାମୀ ଟିମକୁ ସମାନତାକୁ ଆଣିବାକୁ ଚେଷ୍ଟା କରିଥିଲେ। ସେବେ ଆମକୁ ଏପରି ଲାଗୁଥିଲା ଯଦି ଆପଣ କୌଣସି ଖେଳାଳିଙ୍କୁ ଫେରିବା ପାଇଁ ତାହା ରିଟନ ନୁହେଁ ବରଂ ତୁ ଦ୍ଵାରା ହେବା ଅଟେ”।
ତାଙ୍କର କହିବା ଅନୁସାରେ ମେଗା ଆକ୍ସନ ହେବା ଉଚିତ ନୁହେଁ ବରଂ ରାଇଟ ଟୁ କାର୍ଡ ଅପ୍ସନ ରଖିବା ଆବଶ୍ୟକ। ପୂର୍ବରୁ ସବୁ ଟିମ ପାଖରେ ଭଲ ଖେଳାଳି ନଥିଲେ କି ଭଲ ସିଷ୍ଟମ ନଥିଲା ଯେଉଁଠି ପାଇଁ ମେଗା ଅକ୍ସନ କରିବାକୁ ପଡୁଥିଲା କିନ୍ତୁ ଏବେ ସବୁ ଟିମଙ୍କ ପାଖରେ ଉତ୍ତମ କ୍ଷମତା ଅଛି। ସେହିପରି ଦିଲ୍ଲୀର ପାର୍ଥ ଜିନ୍ଦଲଙ୍କର ମଧ୍ୟ ଏହା ମାନିବାର ଅଛି। କହିରଖିବୁ ଦିଲ୍ଲୀ ଏଥର ଆଗାମୀ ସିଜନ ପାଇଁ ରିଷଭ ପନ୍ତ, ଅକ୍ଷର ପଟେଲ, ପୃଥୀ ସ୍ୱ ଓ ଏନରିକ ନୋରକିଆଙ୍କୁ ରିଟେନ କରିଛି। ସେହିପରି ଟିମ ନ ଚାହିଁ ମଧ୍ୟ ଧାୱନ ଓ ଆହୁରି ଅନେକ ଖେଳାଳିଙ୍କୁ ରିଲିଜ କରିଛି।

ନିଜ ପସନ୍ଦର ଖେଳାଳିଙ୍କୁ ରିଲିଜ କରିବା ଦ୍ୱାରା ବହୁତ ଦୁଃଖ ଲାଗୁଛି ବୋଲି ପାର୍ଥ ଜିନ୍ଦଲ କହିଛନ୍ତି। ତେଣୁ ସେ ମେଗା ଆକ୍ସନ ନହେବା କହିଛନ୍ତି। ତେବେ ପାର୍ଥି ଜିନ୍ଦଲ କହିଛନ୍ତି,”ଶ୍ରେୟସ, ଅୟର, ଶିଖର ଧାୱନ, ଆର ଅଶ୍ୱିନୀ ଓ କଗୀସୋ ରବାଡ଼ାଙ୍କୁ ହରାଇବା ଏକ ଦୁଃଖଦ ଖବର ଅଟେ।ଆଇପିଏଲର ରିଟନ ପଲିସକି ଏପରିକି ଆମେ ସେହି ସବୁ ଖେଳାଳିଙ୍କୁ ରିଟନ କରିପାରିଲୁ ନାହିଁ। ମତେ ଲାଗୁଛି କି ଆଇପିଏଲରେ ଯେଉଁ ସିଜନ ହେବ ଏହାକୁ ଦୃଷ୍ଟି ଆବଶ୍ୟକ ରହିଛି। ଯେବେ ଆପଣ କୌଣସି ଅନ କ୍ୟାପଡ଼ ଖେଳାଳିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତକରିବା ପରେ ଯେବେ ସେ ଦେଶ ପାଇଁ ଖେଳିଥାନ୍ତି ତିନି ବର୍ଷ ପରେ ତାଙ୍କୁ ହରାଇଦେବା ବହୁତ ଦୁଃଖ ଭରା ଅଟେ”। ଏହାକୁ ଆଗକୁ ନକରିବା ପାଇଁ ପାର୍ଥ ଜିନ୍ଦଲ କହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।