ବଡ଼ ଖବର: ରାହୁଲ, ରସିଦ ଖାନ ସମେତ ଏହି ବଡ଼ ବଡ଼ ଷ୍ଟାର ଖେଳାଳି ଆସିବେ ଅକ୍ସନକୁ? ଦେଖନ୍ତୁ ଲିଷ୍ଟ

ଆପଣ ଯେପରିକି ଜାଣନ୍ତି କି କିଛି ବଡ଼ ବଡ଼ ପ୍ଲେୟର ମାନଙ୍କୁ ତାଙ୍କ ନିଜ ଟିମ ମାନେ ହିଁ ଛାଡି ଦେଇଛନ୍ତି। ଆଇପିଏଲର ଅକ୍ସନ ଯାହା କି ଏଥରର ମେଗା ଅକ୍ସନ ହେବାକୁ ଯାଉଛି ବୋଲି ଜଣା ଯାଉଛି। ମାତ୍ର ଦେଖିବାର କଥା ଏହା ହେବ କି ଏଥର କିଛି ବଡ଼ ପ୍ଲେୟର ମାନଙ୍କୁ କେତେ ଟଙ୍କା ମିଳିବାକୁ ଯାଉଛି କାରଣ କିଛି ସବୁଠୁ ବଡ଼ ବଡ଼ ଖେଳାଳି ମାନଙ୍କୁ ତାଙ୍କ ନିଜ ଟିମ ମାନେ ହିଁ ରିଟେନ କରିନାହାନ୍ତି। ଆସନ୍ତୁ ଏହା ବାବଦରେ ବଡ଼ ବିବରଣୀରେ ଜାଣିବା। ଆସନ୍ତୁ ଜାଣିବା କି କେଉଁ କେଉଁ ବଡ଼ ବଡ଼ ଖେଳାଳି ମାମେ ଏଥର ଅକ୍ସନରେ ନଜର ଆସିବେ।

Google

କ୍ରିକେଟ ଜଗତର ଭଲ ଅଲରାଉଣ୍ଡର ତଥା ରାଜସ୍ଥାନ ରୟୋଲସର ଷ୍ଟାର ଖେଳାଳି ବେନ ଷ୍ଟୋକ୍ସଙ୍କୁ ତାଙ୍କ ଟିମ ରିଟେନ ହିଁ କରିନାହିଁ ଏବଂ ସେ ଏଥର ଅକ୍ସନରେ ନଜର ଆସିବାର ଚାନ୍ସ ଅଛି। ଆର ପଟେ ତାଙ୍କରି ହିଁ ଷ୍ଟାର ବୋଲର ଜୋଫ୍ରା ଆରଚର ଏଥର ଅକ୍ସନରେ ନଜର ଆସିବାକୁ ଯାଉଛନ୍ତି ବୋଲି ଜଣା ଯାଉଛି । ତାଙ୍କ ସହ ୟୁଜଭେନ୍ଦ୍ର ଚାହାଲ, ଶୁଭମାନ ଗିଲ ଏବଂ ନୀତିଶ ରାଣା ଭଳି ଯୁବ ଷ୍ଟାର ପ୍ଲେୟର ମାନଙ୍କୁ ମଧ୍ୟ ତାଙ୍କ ଟିମ ରିଟେନ କରିନାହାନ୍ତି ଆଉ ସେ ଅକ୍ସନରେ ନଜର ଆସି ପାରନ୍ତି।

Google

ଏହା ସହିତ ହାର୍ଦିକ ପାଣ୍ଡ୍ୟା, ଇଶାନ କିଷାନ ,ରବି ବିସ୍ନୋଇ ଭଳି ପ୍ଲେୟର ମଧ୍ୟ ଅକ୍ସନରେ ନଜର ଆସିବେ। ଲୋକେଶ ରାହୁଲ ମଧ୍ୟ ତାଙ୍କ ଟିମ ପଞ୍ଜାବର ସାଥ ଛାଡିବାର ନିଷ୍ପତ୍ତି ନେଇ ସାରିଛନ୍ତି ଆଉ ସେ ମଧ୍ୟ ଏଥର ଅକ୍ସନରେ ନଜର ଆସିବାକୁ ଯାଉଛନ୍ତି। ତାଙ୍କ ସହ ଶ୍ରେୟାସ ଆୟର, ଶିଖର ଧାବନ,ଡେଭିଡ ୱାରନର, ଫ୍ୟାଫ ଡୁ ପ୍ଲେସିସ, ଦ୍ୱେନ ବ୍ରାଭୋ ଏବଂ ଆର ଅଶ୍ୱିନ ମଧ୍ୟ ଅକ୍ସନରେ ନଜର ଆସିବାକୁ ଯାଉଛନ୍ତି।

ଏହା ସହିତ ହି କାଙ୍ଗିଶୋ ରବାଡ଼ା, ଦିନେସ କାର୍ତ୍ତିକ,ନୀତିଶ ରାଣା,ମହମ୍ମଦ ଶାମି,ଭୁବନେଶ୍ୱର କୁମାର, ନଟରାଜନ, ଶ୍ୟାମ କରାନ, ଅମ୍ବଟି ରାୟୁଡୁ,ପ୍ୟାଟ କମିନ୍ସ, ଶାହରୁଖ ଖାନ, ଟ୍ରେଣ୍ଟ ବୋଲଟ,ଯେସନ ରୟ, କାଇଲି ଯେମିଶନ, ଜନୀ ବେୟାରଷ୍ଟୋ , ଲୋକି ଫର୍ଗୟୁସନ, କ୍ରୁନାଲ ପାଣ୍ଡ୍ୟା ଇତ୍ୟାଦି ଖେଳାଳି ମାନଙ୍କୁ ମଧ୍ୟ ତାଙ୍କ ଟିମ ରିଲିଜ କରି ଦେଇଛି। ଏଥି ସହ ଆଭେସ ଖାନ, ଅମିତ ମିଶ୍ର ଆଉ ଶିମରନ ହେଟମାୟାରଙ୍କୁ ମଧ୍ୟ ତାଙ୍କ ଟିମ ରିଲିଜ କରିଦେଇଛନ୍ତି ଆଉ ସେ ଅକ୍ସନରେ ନଜର ଆସିବେ ବୋଲି ଅନୁମାନ କରାଯାଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *