ବ୍ୟୁରୋ ରିପୋର୍ଟ: ଇଶାନ କିଷାନ ଏବଂ ଶ୍ରେୟାସ ଅୟର ୧୦ କୋଟି ଟପି ଯଥାକ୍ରମେ ମୁମ୍ବାଇ ଓ କୋଲକତା ଆଡେ ରହିଛନ୍ତି। ଅନ୍ୟପଟେ MR. IPL କୁହା ଯାଉଥିବା ସୁରେଶ ରାଇନାଙ୍କୁ କୌଣସି ଦଳ କିଣି ନାହାନ୍ତି। ହେଲେ ସେ ପୁଣି ଥରେ ବିଡିଂରେ ସାମିଲ ହୋଇ ପାରନ୍ତି। ଲୋକପ୍ରିୟ ଖେଳାଳି ଭାବରେ ରାଇନା ଏବଂ ଷ୍ଟିଭ ସ୍ମିଥ ଏହି ତାଲିକାରେ ଅନ୍ତର୍ଭୁକ୍ତ।

ଇଶାନ କିଷାନଙ୍କୁ ୧୫.୨୫ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ସାମିଲ କରିଥିବା ବେଳେ କୋଲକତା ନାଇଟ ରାଇଡ଼ର୍ସ ଶ୍ରେୟାସ ଅୟରଙ୍କୁ ୧୨.୨୫ କୋଟିରେ ନିଜ ଦଳରେ ସାମିଲ କରିଛି। ତେବେ ତଳେ ଦେଖନ୍ତୁ ଅନସୋଲଡ଼ ହୋଇଥିବା ଖେଳାଳି।
ସୁରେଶ ରାଇନା, ଡେଭିଡ ମିଲର, ସାକିବ ଅଲ ହାସନ, ଷ୍ଟିଭ ସ୍ମିଥ, ମ୍ୟାଥୟୁ ୱେଡ଼, ମହମ୍ମଦ ନବୀ, ସାମ ବିଲିଙ୍ଗସ୍, ଋଦ୍ଧିମାନ ଶାହା, ଉମେଶ ଯାଦବ, ଆଦିଲ ରସିଦ, ଅମିତ ମିଶ୍ର, ଇମ୍ରାନ ତାହୀର। ଏହି ଏହି ଖେଳାଳି ଅନସୋଲଡ଼ ଯାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।