ବଡ଼ ଖବର: IPL କୁ ଫେରିଲେ ସେନ ୱାଟସନ, ଏହି ଦଳରେ ଦେବେ ଯୋଗ! ମିଳିଲା ନୂଆ ରୋଲ! ଦେଖନ୍ତୁ ଭିଡିଓ

ବିଶେଷ ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲସର ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତି ହୋଇଛନ୍ତି ମହାନ ବ୍ୟାଟ୍ସମାନ ୱାଟସନ। ତାଙ୍କ IPL କ୍ୟାରିଅର କଥା ଆଲୋଚନା କରିବା ତ ସେ ରାଜସ୍ଥାନ, ବାଙ୍ଗାଲୋର ଏବଂ ଚେନ୍ନାଇ ଆଡେ ଖେଳିଛନ୍ତି। IPL ରେ ତାଙ୍କର ଅନୁଭବ ଉଚ୍ଚକୋଟିର ଅଟେ। ତାଙ୍କର IPL ରେ ଅନେକ ରେକର୍ଡ ଅଛି। ସେ IPL ରେ ଅନେକ ମ୍ୟାଚ ବିଜୟୀ ପାରି ମଧ୍ୟ ଖେଳିଛନ୍ତି।

ଦିଲ୍ଲୀ କ୍ୟାପିଟାଲସର କ୍ୟାପଟେନ ଋଷଭ ପନ୍ତ ଅଟନ୍ତି। ପନ୍ତ ପୂର୍ବ ବର୍ଷ DC ର କ୍ୟାପଟେନ ଭାର ତୁଲାଉଛନ୍ତି। ପୂର୍ବ ବର୍ଷ ଦଳ (DC) ତାଙ୍କ କ୍ୟାପଟେନସିରେ ପ୍ଲେ ଅଫକୁ ଯାଇଥିଲା। ଏହି ଥର ଅକ୍ସନରେ ଅନେକ ଭଲ ଭଲ ଖେଳାଳିଙ୍କୁ ଦିଲ୍ଲୀ ନିଜ ଟିମରେ ସାମିଲ କରିଛି। ଋଷଭ ପନ୍ତ, ପୃଥ୍ବୀ ସ୍ଵ, ଏନରିକ ନୋର୍କିଆ ଓ ଅକ୍ସର ପଟେଲଙ୍କୁ ରିଟେନ କରିଥିଲା। ଡାଭିଡ ୱାର୍ଣ୍ଣର, ସାରଦୁଲ ଠାକୁରଙ୍କ ପରି ଭଲ ଭଲ ଖେଳାଳି ଏଥର ଦିଲ୍ଲୀ ଟିମରେ ଅଛନ୍ତି। ହେଲେ ଦଳ ଏଥର ଅକ୍ସନରେ ଦ୍ରୁତ ବୋଲର ରବାଡ଼ା ଏବଂ ମହାନ ବ୍ୟାଟ୍ସମାନ ଶିଖର ଧୱନଙ୍କୁ ଦଳରେ ସାମିଲ କରିବାରେ ବିଫଳ ରହିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *