ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସଂସ୍କରଣ ଖେଳ ହେବାକୁ ଯାଉଛି ଏହା ଆମେ। ତେବେ ଏହି ଖେଳ ପାଇଁ ନିଲାମ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ତେବେ ବିଶେଷ ଅପଡେଟ ଅନୁସାରେ ଯାହା ଜଣା ଯାଇଛି IPL 2022 ଆରମ୍ଭ ୨୬ ମାର୍ଚ୍ଚରୁ ହେବ ଏବଂ ଶେଷ ୨୯ ମଇକୁ।
? NEWS: Key decisions taken in IPL Governing Council meeting regarding #TATAIPL 2022 Season.
Tournament to commence on March 26, 2022. Final on May 29, 2022.
7⃣0⃣ league matches to be played across 4⃣ venues in Mumbai & Pune. Playoff venues to be decided later.
Details ?
— IndianPremierLeague (@IPL) February 25, 2022
ଏହା ସହିତ ଖେଳ ଆଗାମୀ ସମୟରେ ରୋମାଂଚକର ହେବାର ଚାନ୍ସ ଅଛି କାରଣ ୧୦ ଟି ଏଥର IPL ରେ ସାମିଲ ହୋଇଛନ୍ତି। ତେବେ ଏହି ସମୟରେ ସମସ୍ତ ଦଳ ନିଜର ଘରୋଇ ଗ୍ରାଉଣ୍ଡରେ ଖେଳିବାର ସୁଯୋଗ ନାହିଁ ବୋଲି ମଧ୍ୟ ଜଣା ପଡ଼ିଛି।
ଏମିତି ଯଦି ହୁଏ ତେବେ ଏହା ଅନ୍ୟ ଦଳ ମାନଙ୍କ ପାଇଁ ସଠିକ ହେବ ନାହିଁ ଅନ୍ୟ ଦଳ ଗୁଡିକ କହିଛନ୍ତି। କାରଣ ସମସ୍ତ ଦଳ ନିଜର ଘରୋଇ ଗ୍ରାଉଣ୍ଡରେ ଖେଳିବା ପାଇଁ ପସନ୍ଦ କରି ଥାଆନ୍ତି। ଏହା ସହିତ ମୁମ୍ବାଇ ଯଦି ନିଜର ଘରୋଇ ଗ୍ରାଉଣ୍ଡରେ ଖେଳେ। ତେବେ ଏହା ମୁମ୍ବାଇ ପାଇଁ ଅଧିକ ଫାଇଦା ପ୍ରଦାନ କରିପାରେ।
The venues for the league stage of the BIG EVENT! ?
A total of 7️⃣0️⃣ league matches will be played across 4️⃣ international standard venues in Mumbai & Pune.?#PlayBold #TataIPL #IPL2022 #WeAreChallengers pic.twitter.com/3il8gNexkC
— Royal Challengers Bangalore (@RCBTweets) February 25, 2022
ତେଣୁ ଜଣେ ବ୍ୟକ୍ତି ନିଜର ନାମକୁ ଗୋପନ ରଖିବା ସହିତ କହିଛନ୍ତି କି ମୁମ୍ବାଇ ଦଳକୁ ନିଜର ଘରୋଇ ଗ୍ରାଉଣ୍ଡରେ ଖେଳିବାକୁ ଦିଆ ନ ଯାଉ। ଏହା ଅନ୍ୟ ଦଳ ମାନଙ୍କ ପାଇଁ ସଠିକ ହେବ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ସମସ୍ତ ଦଳକୁ ସମାନ ଭାବରେ ଦେଖିବା ପାଇଁ ସେ କହିଛନ୍ତି। ଏହା ସହିତ ସମସ୍ତ ଦଳକୁ ନିଜର ଘରୋଇ ଗ୍ରାଉଣ୍ଡରେ ଖେଳିବା ପାଇଁ ପସନ୍ଦ ଆସିଥାଏ।
କିନ୍ତୁ କେବଳ ମୁମ୍ବାଇ ଦଳ ନିଜର ଘରୋଇ ଗ୍ରାଉଣ୍ଡର ଫାଇଦା ପାଇ ପାରିବ। ଯାହା ଅନ୍ୟ ଦଳ ମାନଙ୍କ ପାଇଁ ସଠିକ ହେବ ନାହିଁ ବୋଲି କୁହାଯାଇଛି। ଯାହା ରିପୋର୍ଟରୁ ଜଣା ଯାଇଛି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ୨୦ ଟି ମ୍ୟାଚ ଖେଳାଯିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।