ଧାର୍ଯ୍ୟ ହେଲା IPL ମେଗା ଅକ୍ସନର ତାରିଖ! କେଉଁ ଦଳକୁ ଯିବେ କେଉଁ ଖେଳାଳି, ପଢନ୍ତୁ ପୁରା ଖବର

IPL ୨୦୨୨ର ମେଗା ଅକ୍ସନ ନିମନ୍ତେ ଆସୁଛି ଏକ ବଡ଼ ଖବର। ବିଶେଷ ରିପୋର୍ଟରୁ ଜଣା ଯାଉଛି କି ମେଗା ଅକ୍ସନ ବାଙ୍ଗାଲୋରର ୭ ଏବଂ ୮ ତାରିଖରେ ହେବାର ଅଛି। ଏହି ଅକ୍ସନ IPL ର ଶେଷ ମେଗା ଅକ୍ସନ ହୋଇପାରେ ବୋଲି ଜଣା ଯାଉଛି।

Google

ଯାହା ବିଶେଷ ରିପୋର୍ଟରୁ ଜଣା ଯାଉଛି ବୋର୍ଡର ଜଣେ ଅଧିକାରୀ କହିଛନ୍ତି କି ଆଇପିଏଲର ମେଗା ଅକ୍ସନ ଭାରତର ହେବ ଯଦି କରୋନା ଯୋଗୁଁ ସ୍ଥିତି ଖରାପ ନ ହୁଏ। ଜଣା ପଡୁଥିଲା କି UAE ରେ ଆଇପିଏଲ ଅକ୍ସନ ହେବ ହେଲେ କରୋନାର ସଂକ୍ରମଣ ବୃଦ୍ଧି ହେବା କାରଣରୁ ବିଦେଶ ଅପେକ୍ଷା ଭାରତରେ ହୋଇପାରେ ବୋଲି ଜଣା ଯାଉଛି।

ତେବେ ରିପୋର୍ଟ ଅନୁଯାୟୀ ୨୦୨୨ IPL ରେ ଲଖନୌ ଏବଂ ଅହମ୍ମଦାବାଦ ଖେଳିବେ। ତେବେ ଏହି ଦୁଇ ଦଳ ଖେଳିଲେ IPL ରେ ଦଳ ସଂଖ୍ୟା ବୃଦ୍ଧି ହୋଇ ୧୦ ରେ ପଂହଁଚିବ। ଏହି ୨ଟି ଅତିବେଶୀରେ ୩ଟି ଖେଳାଳିଙ୍କୁ ରିଟେନ କରିପାରିବେ। ଡିସେମ୍ବର ୨୫ ଯାଏ ସମୟ ଥିଲା ଯାହା ରିପୋର୍ଟରୁ ଜଣା ଯାଉଛି ହେଲେ BCCI ନୂଆ ଦୁଇ ଦଳକୁ ଆଉ କିଛି ଚାନ୍ସ ଦେଇପାରେ।

ତେବେ ଏହା IPL ର ଶେଷ ମେଗା ଅକ୍ସନ ହେବାର ଚାନ୍ସ ହୋଇପାରେ। ତେବେ ଏହାକୁ ନେଇ ଆପଣଙ୍କ ମତ କମେଣ୍ଟରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *