RCB 2022 IPL ର ପ୍ରଥମ ବିଜୟ ହାସିଲ କରିସାରିଛି। ପ୍ରଥମ ମ୍ୟାଚ PBKS ବିପକ୍ଷରେ ହାରିବା ପରେ ଦ୍ୱିତୀୟ ମ୍ୟାଚରେ KKR କୁ ହରାଇଥିଲା RCB। ଦଳର ଏହି ବିଜୟର ମୁଖ୍ୟ ଥିଲେ ପ୍ରଥମେ ବୋଲର। ୱାନିନ୍ଦୁ ହସରଙ୍ଗା ସୁନ୍ଦର ବୋଲିଂର ପ୍ରଦର୍ଶନ କରିଥିଲେ। ମହମ୍ମଦ ସିରାଜ ମଧ୍ୟ ଆକର୍ଷଣୀୟ ବୋଲିଂ କରିଥିଲେ। ତାଙ୍କ ଛଡା ହର୍ଷଲ ପଟେଲ ବୋଲିଂ ଏବଂ ବ୍ୟାଟିଂରେ ବି କମାଲ କରିଥିଲେ।

୨୦୨୧ IPL ରେ ଆରସିବି ପାଇଁ ସୁନ୍ଦର ଖେଳ ପ୍ରଦର୍ଶନ କରିଥିବା ଗ୍ଲେନ ମାକ୍ସୱେଲ ୨୦୨୨ IPL ର ପ୍ରଥମ ଦୁଇଟି ମ୍ୟାଚରେ ଖେଳି ନଥିଲେ। ତାଙ୍କ ବଦଳରେ ସେଫ୍ରନ ରଦରଫୋର୍ଡ ଖେଳିଥିଲେ। ଯିଏକି KKR ବିରୁଦ୍ଧରେ RCB କୁ ବିଜୟ ଦେବାରେ ମୁଖ୍ୟ ଭୂମିକାଙ୍କ ମଧ୍ୟରେ ଗୋଟିଏ ଥିଲେ। ତାଙ୍କ ଛଡା ସାହବାଜ ଅହମ୍ମଦ ବି ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୩ଟି ଛକା ଲଗାଇଥିଲେ। ତେବେ ଗ୍ଲେନ ମାକ୍ସୱେଲଙ୍କ ଷ୍ଟୋରି ରୁ ଜଣା ଯାଉଛି କି ସେ ଦଳରେ ଜଲଦି ଯୋଗ ଦେଇପାରନ୍ତି। ତଳେ ଦିଆଯାଇଥିବା ଫଟୋ ଦେଖନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।