IPL Retains: ଶେଷ ହୋଇଗଲା ରିଟେନ ପ୍ରକ୍ରିୟା! ଏହି ଏହି ଖେଳାଳି ହେଲେ ରିଟେନ! ଚାହଲ, ରାହୁଲ, ରସିଦ ହେଲେ ରିଲିଜ, ଦେଖନ୍ତୁ ଲିଷ୍ଟ

ଆଇପିଏଲ ୨୦୨୨ ପାଇଁ ରିଟେନ ଏବଂ ରିଲିଜକୁ ନେଇ କିଛି ଦିନ ହେବ ସୋସିଆଲ ମିଡିଆରେ ଖବର ଭାଇରଲ ହେଉଥିଲା। କେଉଁ ଦଳ କାହାକୁ ରଖିଛି ତାହା ଏହି ଆର୍ଟକିଲରେ ଜାଣନ୍ତୁ। ଏହି ରିଟେନ ଏବଂ ରିଲିଜ ପ୍ରକ୍ରିୟାରେ କେତେକ ଷ୍ଟାର ଖେଳାଳି ଦଳରୁ ରିଲିଜ ହୋଇଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୂର୍ଯ୍ୟ କୁମାର ଯାଦବ, କାଇରନ ପୋଲର୍ଡ଼।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର:ବିରାଟ କୋହଲି, ଗ୍ଲେନ ମାକ୍ସୱେଲ, ମହମ୍ମଦ ସିରାଜ

ଚେନ୍ନାଇ ସୁପର କିଙ୍ଗସ: ରବୀନ୍ଦ୍ର ଜାଡେଜା, ଏମ ଏସ ଧୋନି, ମୋଇନ ଅଲ୍ଲୀ, ଋତୁରାଜ ଗାଏକବାଡ଼।

ରାଜସ୍ଥାନ ରୟାଲସ୍: ସଂଜୁ ସାମସନ, ଜୋସ ବଟଲର, ୟସସ୍ବୀ ଜୟସୱାଲ।

କୋଲକତା ନାଇଟ ରାଇଡ଼ର୍ଶ: ଆନ୍ଦ୍ର ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେସ ଆୟର, ସୁନୀଲ ନାରିନ।

ପଞ୍ଜାବ କିଙ୍ଗସ: ମୟଙ୍କ ଅଗ୍ରୱାଲ, ଅଶ୍ରଦୀପ ସିଂ।

ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ, ଅବଦୁଲ ସମଦ, ଉମରାନ ମଲ୍ଲିକ।

ଦିଲ୍ଲୀ କ୍ୟାପିଟାଲସ୍: ଋଷଭ ପନ୍ତ, ଅକ୍ସର ପଟେଲ, ପୃଥୀ ସ୍ୱ, ଏନରିକ ନୋରକିଆ।

ତେବେ ଏହା ଥିଲା ରିଟେନ ଏବଂ ରିଲିଜର ଲିଷ୍ଟ। ତେବେ ଆଗକୁ ମେଗା ଅକ୍ସନ ହେବାର ଚାନ୍ସ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *