ଭାରତୀୟ କ୍ରିକେଟରଙ୍କୁ IPL ରେ ଫଲୋ କରିବାକୁ ହେବ BCCI ର ପ୍ଲାନ! ଜାଣନ୍ତୁ କଣ ଅଛି ବଡ଼ କାରଣ!

ବ୍ୟୁରୋ ରିପୋର୍ଟ: ପୂର୍ବ ଥର ଋତୁରାଜ ଗାୟକୱାଡ଼, ରୋହିତ ଶର୍ମା, ଶ୍ରେୟସ ଅୟର ତଥା ଆହୁରି ଅନେକ ଖେଳାଳି ଆହତ ହେଇଗଲେ ଯାହାକି ପ୍ରାୟ ବିସିସିଆଇର ଚିନ୍ତା ବୃଦ୍ଧି କରି ଦେଇଥିଲା। କାରଣ ଭାରତକୁ ଏ ବର୍ଷ ଶେଷରେ ଟି-୨୦ ବିଶ୍ୱକପ ଖେଳିବାର ଅଛି। ଏହାପର ବର୍ଷରେ ଭାରତକୁ ଦିନିକିଆ ବିଶ୍ୱକପ ମଧ୍ୟ ଖେଳିବାର ଅଛି। ଏହି ସବୁ ଭିତରେ ଭାରତୀୟ ପ୍ଲେୟର ମାନଙ୍କର ଫିଟ ରହିବା ନିହାତି ଜରୁରୀ ଅଟେ ଏବଂ ଏହିବର୍ଷ ପୁଣି ଆଇପିଏଲ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ବିସିସିଆଇର ଲକ୍ଷ୍ୟ ପ୍ରାୟ ଏହି ସମୟରେ ବିଶ୍ୱକପ ଅଟେ ତେଣୁ ଭାରତୀୟ ପ୍ଲେୟର ମାନଙ୍କର ଫିଟନେସ୍ ଉପରେ ଧ୍ୟାନ ଦେବା ନିହାତି ଦରକାର ତେଣୁ ବିସିସିଆଇ ଅନୁବନ୍ଧିତ ପ୍ଲେୟର ମାନଙ୍କୁ ନିଜର ବନା ଯାଇଥିବା ଫିଟନେସ ପ୍ଲାନ ଫୋଲୋ କରିବାକୁ କହିଛନ୍ତି। ଆଇପିଏଲର ଆରମ୍ଭ ୨୬ ମାର୍ଚ୍ଚକୁ ହେବାକୁ ଯାଉଛି।

Google

ପ୍ରଥମେ ନିଜର ଆଇପିଏଲ ଫ୍ରାଂଚାଇଜି ସହ ଯୋଡିବା ପରେ ଖେଳାଳି ନିଜର ଫ୍ରାଂଚାଇଜିର ନିୟମ ମାନଙ୍କର ପାଳନ କରୁଥିଲେ। ପ୍ରଥମେ ଆଇପିଏଲର ବୋର୍ଡ ଆଉ ଚୟନକର୍ତ୍ତା ମାନଙ୍କୁ ପ୍ଲେୟର ମାନଙ୍କ ଫିଟନେସ ଉପରେ ଅଧିକ ଖବର ଆସି ପାରୁନଥିଲା। ଏହାପରେ ହିଁ ଏନସିଏର ନଜରରେ ଫିଟନେସ ପ୍ଲାନ କରାଗଲା।

ତେବେ ଏହିଭଳି ଖବର ମୁତାବିକ କ୍ରିକେଟର ମାନଙ୍କ ସହ ଭାରତୀୟ ଟିମର ଫିଜିଓ, ଟ୍ରେନର ଆଉ ଭାରତୀୟ ଟିମର ହେଡ କୋଚ୍ ରାହୁଲ ଦ୍ରଭିଡ ସମ୍ପର୍କରେ ରହିବେ। ସେମାନେ ପ୍ଲେୟର ମାନଙ୍କର ଷ୍ଟେନର୍ଥ ଓ କଣ୍ଡିସନିଂ ଉପରେ ଧ୍ୟାନ ଦେବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *