IPL 2022 ପାଇଁ ଆସିଲା ନୂଆ ନିୟମ, ପ୍ଲେଅଫକୁ ଯିବେ ୪ ଟି ଟିମ! ଜାଣନ୍ତୁ କଣ ହେଲା ପରିବର୍ତ୍ତନ

ବ୍ୟୁରୋ ରିପୋର୍ଟ: IPL ୨୦୨୨ର କାର୍ଯ୍ୟକ୍ରମ ନିର୍ଣ୍ଣୟ ହୋଇଯାଇଛି। ଲିଗର ୧୦ ଟିମ ଦୁଇଟି ଟିମରେ ବଣ୍ଟାଯାଇଛି। ଗ୍ରୁପର ଟିମ ଜଣେ ଜଣଙ୍କ ସହ ୨-୨ଟି ମ୍ୟାଚ ଖେଳିବାର ଅଛି। ସେହିପରି ଅନ୍ୟ ଗ୍ରୁପର ୪ ଟି ଟିମ ସହ ଗୋଟେ ମ୍ୟାଚ ଖେଳିବେ। ଅନ୍ୟ ଟିମର ଗୋଟେ ଟିମ ସହ ଦୁଇଟି ମ୍ୟାଚ ଖେଳିବେ। ସବୁ ଟିମ ୧୪-୧୪ ମ୍ୟାଚ ଖେଳିବେ, ଆଇପିଏଲର ୧୫ ତମ ସିଜନର ଆରମ୍ଭ ୨୬ ମାର୍ଚ୍ଚକୁ ହେବାର ଅଛି ଓ ଫାଇନାଲ ୨୯ ମଇରେ ଖେଳାଯିବାର ଅଛି। ଆଇପିଏଲର ୧୫ ତମ ସିଜନରେ ମୋଟ ୭୪ ମ୍ୟାଚ ଖେଳାଯିବାର ଅଛି। ଏଥିରେ ୭୦ ମ୍ୟାଚ ଲିଗ ରାଉଣ୍ଡରB ଖେଳାଯିବ ଓ ୪ ମ୍ୟାଚ ପ୍ଲେଅଫର ଖେଳାଯିବାର ଅଛି। ଲିଗ ରାଉଣ୍ଡର ମ୍ୟାଚ କେବଳ ମହାରାଷ୍ଟ୍ରରେ ଖେଳାଯିବ ବୋଲି ବିସିସିଆଇ ଫଇସଲା କରିଛି। ଲିଗ ରାଉଣ୍ଡର ମ୍ୟାଚ ମୁମ୍ବାଇର ତିନୋଟି ଜାଗାରେ ଯେବେକି ପୁନେରେ ଖେଳାଯିବାର ଚାନ୍ସ ଅଛି। ପ୍ଲେଅଫର ମ୍ୟାଚ କେଉଁଠି ଖେଳାଯିବ ସ୍ଥିର ହୋଇନାହିଁ କିନ୍ତୁ ଅହମ୍ମଦାବାଦରେ ହେବାର ସମ୍ଭାବନା ଅଛି। ଏହାର ସିଡ୍ୟୁଲ ଜଲ୍ଦି ଜାରି ହୋଇପାରେ।

Google

ଗ୍ରୁପ ଏ ର କଥା କହିବା ତ ଏଥିରେ ୫ ଥରର ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ସହ କୋଲକତା ନାଇଟ ରାଇଡ଼ର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟଲ୍ସ ଓ ଲକ୍ଷନଉ ସୁପର ଜାଏଣ୍ଟର୍ସ ଜାଗା ପାଇଛି। ସେହିପରି ଗ୍ରୁପ ବି କଥା କହିବା ତ ପୂର୍ଵ ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ସହ ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାଵ କିଙ୍ଗସ, ଓ ଗୁଜୁରାଟ ଟାଇଟନ୍ସ ସାମିଲ ଅଛି। କିନ୍ତୁ ପ୍ଲେଅଫର ଫଇସଲା ଦୁଇ ଗ୍ରୁପର ଟପ ଦ୍ଵାରା ଫଇସଲା ହେବ ନାହିଁ। ଗୋଟେ ହିଁ ଗ୍ରୁପର ୪ ଟିମ ପ୍ଲେଅଫରେ ପହଁଚିପାରେ।

ସବୁ ୧୦ ଟିମର ମ୍ୟାଚ ପରେ ଆସିବ ରାଙ୍କିଙ୍ଗସ୍ :

ଟିମମାନେ ଦୁଇଟି ଟିମରେ ବିଭାଜିତ ହୋଇଛନ୍ତି କିନ୍ତୁ କୌଣସି ଟିମ ଟପରେ ରହିବ କେଉଁ ଟିମ ତଳେ ରହିବ ଏହା ଲିଗ ରାଉଣ୍ଡର ସବୁ ମ୍ୟାଚ ସରିଲେ ନିର୍ଣ୍ଣୟ ହେବ। କାରଣ ଅଙ୍କର ତାଲିକାରେ ପ୍ଲେଅଫ ନିର୍ଣ୍ଣୟ ହେବ। ଟି-୨୦ ବିଶ୍ୱକପର ନିୟମ ଠୁ ଏହା ପୁରା ଅଲଗା। ଟି-୨୦ ବିଶ୍ୱକପରେ ଦୁଇ ଗ୍ରୁପର ଟପ ଟିମ ସେମିଫାଇନାଲରେ ଜାଗା ପାଇଥିଲେ। ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ଆକାଶ ଚୋପଡା କହିଛନ୍ତି ଆଇପିଏଲ ନିୟମ ମତେ ବହୁତ ପସନ୍ଦ। କାରଣ ସବୁ ୯ ଟିମ ଜଣେ ଜଣଙ୍କ ସହ ଗୋଟେ ନିଶ୍ଚୟ ମ୍ୟାଚ ଖେଳିବେ।

ପାଖାପାଖି ୨୩୭ ଖେଳାଳି ଓହ୍ଲାଇବେ ଲିଗରେ:

ଉଦାହରଣ ପାଇଁ ବୁଝନ୍ତୁ ଯଦି ଲିଗ ରାଉଣ୍ଡ ପରେ ମୁମ୍ବାଇ, କେକେଆର, ରାଜସ୍ଥାନ ଓ ଦିଲ୍ଲୀ ବା ଚେନ୍ନାଇ ,ହାଇଦ୍ରାବାଦ, ଆରସିବି ଓ ପଞ୍ଜାଵ ଟମ-୧୦ ରୁ ୪ ରେ ଜାଗା ସୃଷ୍ଟି କରିବେ ତେବେ ପ୍ଲେଅଫରେ ପହଁଚିଯିବେ। ଲକ୍ଷନଉ ଓ ଗୁଜରାଟ ଏଥର ପ୍ରଥମ ଥର ଆଇପିଏଲରେ ଓହ୍ଲେଇଛନ୍ତି। ଏହା ପୂର୍ବରୁ ୨୦୧୧ ରେ ମଧ୍ୟ ୧୦ ଟିମ ଓହ୍ଲାଇଥିଲେ। ଟିମ ସଂଖ୍ୟା ବଢିବା ଦ୍ଵାରା ଖେଳାଳିଙ୍କ ସଂଖ୍ୟା ମଧ୍ୟ ବଢିଛି। ଏଥର ଆଇପିଏଲ ଅକ୍ସନରେ ୨୦୪ ଖେଳାଳି କିଣା ହୋଇଥିଲେ ଓ ଏହା ପୂର୍ବରୁ ୩୩ ଖେଳାଳି ରିଟନ ହୋଇଥିଲେ।ଏହିପରି ୨୩୭ ଖେଳାଳି ଖେଳିବା ପାଇଁ ଓହ୍ଲାଇବେ। ଆଇପିଏଲର ଏଥର ସିଜନ ପୁଣି ଥରେ ଘରେ ହେବାକୁ ଯାଉଛି। ଏହା ପୂର୍ବରୁ ଆଇପିଏଲ ୨୦୨୦ର ପୁରା ସିଜନ ଓ ୨୦୨୧ର ଦ୍ୱିତୀୟ ଭାଗ ୟୁଏଇରେ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *