ମୁମ୍ବାଇ ବିରୁଦ୍ଧରେ ମ୍ୟାଚ ବିଜୟୀ ପାରି ଖେଳିଲେ RCB ର ଯୁବ ଖେଳାଳି ଅନୁଜ! ଲଗାଇଲେ ୬ ଛକା!

ବ୍ୟୁରୋ ରିପୋର୍ଟ: IPL 2022 ରେ ବାଙ୍ଗାଲୋର ହାସଲ କରିଛି ୩ୟ ବିଜୟ। ଅନୁଜ ରାୱତ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ୬୬ ରନ କରିଥିଲେ। ତାଙ୍କ ସହ ବିରାଟ କୋହଲି ଏହି ବିଜୟରେ ମଧ୍ୟ ସୁନ୍ଦର ଭୂମିକା ନିଭାଇଥିଲେ। ସେ ୪୮ ରନ କରିଥିଲେ।

Google

୧୫୨ ରନର ଟାର୍ଗେଟକୁ ପିଛା କରିବା ପାଇଁ ଆସିଥିବା RCB ଓପ୍ନର ଫାଫ ଏବଂ ଅନୁଜ ସୁନ୍ଦର ବ୍ୟାଟିଂ କରିଥିଲେ। ଫାଫ ୧୬ ରେ ଆଉଟ ହୋଇଯାଇଥିବା ବେଳେ ଅନୁଜ ସୁନ୍ଦର ସର୍ଟସ ଖେଳିଥିଲେ। ସେ ୪୭ ବଲ ଖେଳି ୬୬  ରନ ବନାଇଥିଲେ। ତାଙ୍କର ଏହି ପାରିରେ ୬ଟି ଛକା ଏବଂ ୨ଟି ଚୌକା ସାମିଲ ଥିଲା।

ଶେଷରେ ଗ୍ଲେନ ମାକ୍ସୱେଲ ଚୌକା ଲଗାଇ RCB କୁ ବିଜୟ ରନ ଦେଇଥିଲେ। ମାକ୍ସୱେଲ ୨ ବଲରେ ୮ କରି ନଟ ଆଉଟ ଥିବା ବେଳେ ଦିନେଶ କାର୍ତ୍ତିକ ୨ ବଲରେ ୭ କରିଥିଲେ ଏବଂ ନଟ ଆଉଟ ଥିଲେ। ବାଙ୍ଗାଲୋର ପକ୍ଷରୁ ହସରଙ୍ଗା ଏବଂ ହରସଲ ସୁନ୍ଦର ବୋଲିଂ କରିଥିବା ବେଳେ ଯୁବ ବୋଲର ଆକାଶଦୀପ ବି ଆକର୍ଷଣୀୟ ବୋଲିଂ କରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *