ବ୍ୟୁରୋ ରିପୋର୍ଟ: ଚେନ୍ନାଇକୁ ଲାଗିଲା ଶକ୍ତ ଧକ୍କା। ଦଳରୁ ବାହାରିଲେ ରବୀନ୍ଦ୍ର ଜାଡେଜା। ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଆହତ ଜନିତ କାରଣ ପାଇଁ ଜାଡେଜା IPL ରୁ ବହାରିବାର ଖବର ଆସୁଥିଲା ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ରବୀନ୍ଦ୍ର ଜାଡେଜା IPL 2022 ରୁ ବହାରିଯାଇଛନ୍ତି । ଟିମ CSK ପୂର୍ବରୁ ଅନେକ ଚେଞ୍ଜ କରିଛି। ପ୍ରଥମ ମ୍ୟାଚରୁ IPL 2022 ର ରବୀନ୍ଦ୍ର ଜାଡେଜା ଚେନ୍ନାଇର କ୍ୟାପଟେନ ଥିଲେ ହେଲେ କିଛି ମ୍ୟାଚରେ ଚେନ୍ନାଇର କ୍ୟାପଟେନ ଏମ ଏସ ଧୋନି ପୁଣି ହୋଇଥିଲେ।

ଜାଡେଜା RCB ବିରୁଦ୍ଧରେ ଫିଲଡିଂ ବେଳେ ଆହତ ହୋଇଥିଲେ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ଏହି ମ୍ୟାଚ RCB ଜିତିଥିଲା। ଜାଡେଜା ଦିଲ୍ଲୀ ବିରୁଦ୍ଧରେ ମଧ୍ୟ ମ୍ୟାଚରେ ଅନୁପସ୍ଥିତ ଥିଲେ।
ଚେନ୍ନାଇ ସହ ମ୍ୟାଚ ମୁମ୍ବାଇର ଗୁରୁବାର ଦିନ ହେବାର ଅଛି। ତେବେ ଏହି ମ୍ୟାଚରେ ଜାଡେଜାଙ୍କ ସ୍ଥାନ ରେ କିଏ ଖେଳିବେ? IPL 2022 ର ପଏଂଟସ ଟେବୁଲରେ ଚେନ୍ନାଇ ନମ୍ବର ୯ ରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।