୪ ଥରର ଆଇପିଏଲ ଚମ୍ପିୟାନ CSK ର ପ୍ରଥମ ମ୍ୟାଚରେ ଭେଟିବ KKR କୁ! ଦେଖନ୍ତୁ CSK ର ପୁରା ଖେଳ ସୂଚୀ!

ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସିଜନର ଆରମ୍ଭ ୨୬ ମାର୍ଚ୍ଚରୁ ହେବ। ମହେନ୍ଦ୍ର ସିଂହ ଧୋନିଙ୍କୁ ଚେନ୍ନାଇ ସୁପରକିଙ୍ଗସ ପ୍ରଥମ ମ୍ୟାଚ ଖେଳିବେ। ପ୍ରଥମ ମ୍ୟାଚ ଚେନ୍ନାଇ ମୁମ୍ବାଇର ୱାଖଡେ ଷ୍ଟାଡିୟମରେ କେକେଆର ସହ ଖେଳିବ। ସିଏସକେ ଆଇପିଏଲର ଦ୍ୱିତୀୟ ସବୁଠୁ ସଫଳ ଟିମ ଯିଏକି ଚାରିଥର ଆଇପିଏଲ ଟ୍ରଫି ଜିତିଛି। ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ ଟ୍ରଫି ଜିତିଛି।

Google

ସିଏସର ଏବେ ମୋଟ ୨୫ ସଦସ୍ୟ ଅଛନ୍ତି, ଅକ୍ସନରେ ଟିମ ୨୦ରୁ ଅଧିକ ସଦସ୍ୟଙ୍କୁ କିଣିଛି। ଟିମ ମୋଟ ୯୦ କୋଟିରୁ ୮୭.୦୫ କୋଟି ଖର୍ଚ୍ଚ କରିଛି। ସେହିପରି ଟିମ ରବିନ୍ଦ୍ର ଜାଡେଜା (୧୬ କୋଟି),ମହେନ୍ଦ୍ର ସିଂହ ଧୋନି(୧୨ କୋଟି),ଋତୁରାଜ ଗାୟକବାଡ଼ (୮କୋଟି) ଓ ମୋଇଲ ଅଲ୍ଲୀଙ୍କୁ ରିଟନ କରିଛି। ଓପନିଙ୍ଗ ପାଇଁ ଟିମ ପାଖରେ ଅନେକ ବିକଳ୍ପ ଉପଲବ୍ଧି ହୋଇଯାଇଛି। ଓପନର ପାଇଁ ଗାୟକବାଡ଼ଙ୍କୁ ତ ରିଟନ କରିଛି ତାଙ୍କ ସହ ଅମ୍ବାତି ରାଇଡୁ, ରବିନ ଉଥାପା,ଡେବୋନ କନୱେ, ଏବେ ଓପନିଙ୍ଗ ପାଇଁ ଉପଲବ୍ଧ ଅଛନ୍ତି।

ସିଏସକେର ମ୍ୟାଚ ଲିଷ୍ଟ:

ଚେନ୍ନାଇର ପ୍ରଥମ ମ୍ୟାଚ ୨୬ ମାର୍ଚ୍ଚକୁ କେକେଆର ସହ, ଦ୍ୱିତୀୟ ମ୍ୟାଚ ୩୧ ମାର୍ଚ୍ଚକୁ ଲକ୍ଷନୌ ସହ, ୩ୟ ମ୍ୟାଚ ୩ ଏପ୍ରିଲକୁ ପଞ୍ଜାଵ ସହ, ୪ ନମ୍ବର ମ୍ୟାଚ ୯ ଏପ୍ରିଲକୁ ହାଇଦ୍ରାବାଦ ସହ, ୫ ନମ୍ବର ମ୍ୟାଚ ୧୨ ଏପ୍ରିଲକୁ ଆରସିବି ସହ, ୬ ନମ୍ବର ମ୍ୟାଚ ୧୭ ଏପ୍ରିଲକୁ ଗୁଜୁରାଟ ସହ,୭ ନମ୍ବର ମ୍ୟାଚ ୨୧ ଏପ୍ରିଲକୁ ମୁମ୍ବାଇ ସହ,୮ ନମ୍ବର ମ୍ୟାଚ ୨୫ ଏପ୍ରିଲକୁ ପଞ୍ଜାଵ ସହ, ୯ ନମ୍ବର ମ୍ୟାଚ ୧ ମଇକୁ ହାଇଦ୍ରାବାଦ ସହ, ୧୦ ନମ୍ବର ମ୍ୟାଚ ୪ ମଇକୁ ଆରସିବି ସହ, ୧୧ ନମ୍ବର ମ୍ୟାଚ ୧୨ ମଇକୁ ମୁମ୍ବାଇ ସହ,୧୨ ନମ୍ବର ମ୍ୟାଚ ୧୫ ମଇକୁ ଗୁଜୁରାଟ ସହ, ୧୩ ନମ୍ବର ମ୍ୟାଚ ୨୦ ମଇକୁ ରାଜସ୍ଥାନ ସହ।

Google

ଚେନ୍ନାଇ ଟିମର ଫୁଲ ସ୍କାର୍ଡ: ମହେନ୍ଦ୍ର ସିଂହ ଧୋନି(ଅଧିନାୟକ), ଋତୁରାଜ ଗାୟକୱାଡ଼, ଅମ୍ବାତି ରାଇଡୁ,ରବିନ ଉଥାପା,ଡେବୋନ କନୱେ,ମୋଇନ ଅଲ୍ଲୀ ରବିନ୍ଦ୍ର ଜାଡେଜା,ଡିଜେ ବ୍ରାଭୋ, କ୍ରିସ ଜୋର୍ଡନ, ସିବମ ଦୁବେ, ଦୀପକ ଚାହାର,ସିମରଜିତ ସିଂହ,ଦ୍ୱେନ ପ୍ରେଟୋରିୟସ,ମିଚେଲ ସୈଣ୍ଟନର,ଏଡ଼ମ ମିଲନେ,ରାଜବର୍ଧନ ହଂଗରଗେକର,ପ୍ରଶାନ୍ତ ସୋଲଙ୍କି,ମହେଶ ତୀକ୍ଷଣା,ମୁକେସ ଚୌଦୁରି,ଶୁଭ୍ରାଂଶୁ ସେନାପତି,କେଏମ ଆସିକ,ତୁଷାର ଦେଶପାଣ୍ଡେ, ଶ୍ରୀ ହରି ନିଶାନ୍ତ,ଏନ ଜଗଦିସନ,କେ ଭଗତ ବର୍ମା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *