IPL ପୂର୍ବରୁ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ନୂଆ ଷ୍ଟାଇଲ ଭାଇରଲ! ପୁଷ୍ପା ମୋଡରେ ଆସିଲେ ନଜର, ଦେଖନ୍ତୁ ଭିଡିଓ!

ବ୍ୟୁରୋ ରିପୋର୍ଟ: IPL 2022 ଆରମ୍ଭ ହେବାକୁ ଆଉ କିଛି ଦିନ ଅଛି। ୨୬ ମାର୍ଚ୍ଚକୁ CSK ସହିତ KKR ର ମ୍ୟାଚ ହେବାର ଅଛି। IPL ଆରମ୍ଭ ହେବା ପୂର୍ବରୁ ସବୁ ଟିମର ଖେଳାଳି ମାନେ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି। ହାଇଦ୍ରାବାଦ ମଧ୍ୟ ଏଥର ୱିଲିୟମସନଙ୍କ କ୍ୟାପଟେନସି ରେ ପଡ଼ିଆକୁ ଓହ୍ଲାଇବାର ଚାନ୍ସ ଅଛି।

ଏକ ସୁଟରେ ସାଉଥ ଆଫ୍ରିକାର ପେସ ବୋଲର ଡେଲ ଷ୍ଟେନ ନୂଆ ଷ୍ଟାଇଲରେ ଆସିଛନ୍ତି ନଜର। ଏହାର ଭିଡିଓ ହାଇଦ୍ରାବାଦ ସେୟାର କରିଛି। ତଳେ ଦିଆଯାଇଛି ଭିଡିଓ। ଭିଡିଓ ରେ ଅନେକ ଖେଳାଳି ମଜା କରୁଛନ୍ତି।

SRH ପ୍ରଥମ ମ୍ୟାଚ ୨୯ ତାରିଖରେ ଖେଳିବାର ଅଛି। IPL ରେ ଡେଲ ଷ୍ଟେନଙ୍କ ଅନୁଭବ ଉଚ୍ଚକୋଟିର ଅଟେ। ତାଙ୍କର ବୋଲିଂ ଇଣ୍ଟରନେସନାଲ କ୍ରିକେଟରେ ପରିଚିତ ଅଟେ। ମହାନ ମହାନ ବ୍ୟାଟ୍ସମାନଙ୍କୁ ସେ ଆଉଟ କରିଛନ୍ତି। ସେ ୯୭ ଟି ୱିକେଟ ଅକ୍ତିଆର କରିଛନ୍ତି IPL ରେ ଯେବେକି ୯୫ ଟି ମ୍ୟାଚ ଖେଳିଛନ୍ତି। IPL ରେ ବାଙ୍ଗାଲୋର, ହାଇଦ୍ରାବାଦ ଏବଂ ଡେକାନ ଚାର୍ଜସ ପାଇଁ ବି ଖେଳିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *