ବ୍ୟୁରୋ ରିପୋର୍ଟ: IPL ୨୦୨୨ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ଅଛି। ନୋର୍କିଆ ନିଜର ବୋଲିଂର ଗତି ଏବଂ ଲାଇନ ଲେନ୍ତଃ ପାଇଁ ଜଣା ଯାଆନ୍ତି। ଦିଲ୍ଲୀ କ୍ୟାପିଟାଲସର ଜଣେ ଭଲ ଖେଳାଳି ଏନରିକ ନୋର୍କିଆ ଆଇପିଏଲର କିଛି ମ୍ୟାଚ ପ୍ରାୟତଃ ଖେଳି ପାରିବେ ନାହିଁ। ଏମିତି କୁହାଯାଉଥିଲା କି ସେ ପୁରା ଆଇପିଏଲ ଖେଳିବେ ନାହିଁ। କିନ୍ତୁ ସେ ଦିଲ୍ଲୀ କ୍ୟାପିଟାଲସ୍ ଟିମରେ ରହିଗଲେ। ସେ ମୁମ୍ବାଇରେ ପହଞ୍ଚିଲେ ନିଜ ସ୍ତ୍ରୀଙ୍କ ସହ ଏବେ ସେ ନିଜ କ୍ୱାରେଣ୍ଟିନକୁ ପୁରା କରୁଛନ୍ତି। ଖବର ହେଉଛି କି ଏନରିକ ନୋର୍କିଆ ଆଇପିଏଲ ପାଇଁ ଫିଟ ନାହାନ୍ତି। ତାଙ୍କୁ ଫିଟ ହେବା ପାଇଁ ସମୟ ଲାଗିବ। ଏହା ପରେ ସେ ଆଇପିଏଲ ଖେଳି ପାରିବେ। ନୋର୍କିଆ ଜଣେ ଉଚ୍ଚ କୋଟିର ବୋଲର ଅଟନ୍ତି।

ଦିଲ୍ଲୀ କ୍ୟାପିଟାଲସ୍ ନିଜର ଆଇପିଏଲ ସିଜନ ୧୫ ଆରମ୍ଭ କରିବ ମୁମ୍ବାଇ ଇଣ୍ଡିଆନସ୍ ସହ ପ୍ରଥମ ମ୍ୟାଚ ଖେଳିବାର ଅଛି। ଲାଗୁଥିଲା କି ଏନରିକ ପ୍ରଥମ ମ୍ୟାଚରେ ଖେଳି ପାରିବେ।କିନ୍ତୁ ତାଙ୍କ ଅସୁସ୍ଥତାକୁ ନେଇ ଏକ ବଡ଼ ଅପଡେଟ ଆସିଛି। ସେ କହିଛନ୍ତି ନୋର୍କିଆ ପ୍ରଥମ କିଛି ମ୍ୟାଚରେ ଖେଳି ପାରିବେ ନାହିଁ। ଆଉ ଏହା ଦିଲ୍ଲୀ ପାଇଁ ଏକ ଦୁଃଖ ଖବର। ସେ କହିଛନ୍ତି କି ଏନରିକ ନୋର୍କିଆ ଏପ୍ରିଲ ପ୍ରଥମରୁ ଖେଳିବେ। ଏହା ସହ ନୋର୍କିଆ ଦିଲ୍ଲୀ କ୍ୟାପିଟାଲସରେ ତୃତୀୟ ନହେଲେ ତାର ପରେ ଯେଉଁ ସବୁ ମ୍ୟାଚ ତାହା ଖେଳି ପାରିବେ। ଦିଲ୍ଲୀ କ୍ୟାପିଟାଲସର ନିଜର ତୃତୀୟ ମ୍ୟାଚ ୭ ଏପ୍ରିଲରେ ଲକ୍ଷ୍ନୌ ସହ ଖେଳିବାର ଅଛି। ସେ ମୁମ୍ବାଇରେ ପହଞ୍ଚି ସାରିଛନ୍ତି।
ସେ ସିଧା ସିଧା କହିଛନ୍ତି କି ଏନରିକ ନୋର୍କିଆଙ୍କୁ ଠିକ ହେବା ପାଇଁ ଆଉ କିଛି ଦିନ ସମୟ ଲାଗିବ। ଏହା ଦିଲ୍ଲୀ ପାଇଁ ବହୁତ ବଡ଼ ଅସୁବିଧା ହୋଇପାରେ। କାରଣ ଏହି ବର୍ଷ ଦିଲ୍ଲୀ ପାଖରେ ରବାଡ଼ା ବି ନାହାନ୍ତି। ସେ ନୋର୍କିଆଙ୍କୁ ରିଟେନ କରିଥିଲସ। କାରଣ ତାଙ୍କର ଧାର ଓ ଭଲ ପ୍ରଦର୍ଶନ ଲୋକଙ୍କୁ ପସନ୍ଦ ଆସିଥିଲା। ଏଥି ପାଇଁ ତାଙ୍କୁ ଦିଲ୍ଲୀ କ୍ୟାପିଟାଲସ୍ ରିଟେନ ନେଇଥିଲା ଆଉ ରବାଡ଼ାଙ୍କୁ ଏହି ବର୍ଷ ଆଇପିଏଲ ଟିମ ପଞ୍ଜାବ ସାମିଲ କରିଛି। ଏହା ଦ୍ଵାରା ଦିଲ୍ଲୀକୁ ଜଣେ ଭଲ ବୋଲର ଦରକାର। ଯେତେବେଳେ ପର୍ଯ୍ୟନ୍ତ ନକିଆ ଖେଳି ନାହାନ୍ତି ତାହା ଦିଲ୍ଲୀ ପାଇଁ ବହୁତ ଅସୁବିଧା କରିପାରେ।ତେବେ ଦିଲ୍ଲୀ କ୍ୟାପିଟାଲସର କ୍ୟାପଟେନ ଋଷଭ ପନ୍ତ କିଭଳି ଏହାକୁ ପୂରଣ କରିବେ। ରିଷଭ ପନ୍ତଙ୍କ ଟେନସନ ବଢ଼ି ଯାଇପରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।