ବ୍ୟୁରୋ ରିପୋର୍ଟ: IPL 2022 ର ୪୫ ତମ ଲିଗ ମ୍ୟାଚରେ ସାମ୍ନା ସାମ୍ନି ହେବେ ଦିଲ୍ଲୀ ଏବଂ ଲକ୍ଷ୍ନୌ। ଦିଲ୍ଲୀର କ୍ୟାପଟେନ ଋଷଭ ପନ୍ତ ଥିବା ବେଳେ ଲକ୍ଷ୍ନୌର କେ ଏଲ ରାହୁଲ। ହାଟ୍ରିକ ବିଜୟ ପାଇଁ ଓହ୍ଲାଇପାରେ ଲକ୍ଷ୍ନୌ। ଅପରପକ୍ଷରେ ଦିଲ୍ଲୀ ଏହି ମ୍ୟାଚ ଜିତି ଆଗକୁ ବଢିବାକୁ ଚାହିଁପାରେ।
ଲକ୍ଷ୍ନୌ ପୂର୍ବ ଦୁଇଟି ମ୍ୟାଚରେ ମୁମ୍ବାଇ ଏବଂ ପଞ୍ଜାବକୁ ହରାଇଛି। ଟିମ ୯ଟି ମ୍ୟାଚରୁ ୬ଟି ଜିତିଥିବା ବେଳେ ୩ଟି ହାରିଛି। ଲକ୍ଷ୍ନୌ ପଏଂଟସ ଟେବୁଲରେ ନମ୍ବର ୩ରେ ଅଛି। ତେବେ ଆହତ ସମସ୍ୟାରୁ ଫେରି ଖଲିଲ ଏହି ମ୍ୟାଚ ଖେଳିପାରନ୍ତି।
Delhi Capitals are currently at the sixth spot while Lucknow Super Giants are third in the IPL 2022 points table. #DelhiCapitals #LucknowSuperGiants #IPL2022 #IPL #DCvsLSG #LSGvsDC #TATAIPL2022 #TATAIPL https://t.co/dJie7wwyeA
— SportsLumo (@SportsLumo) April 30, 2022
ଦିଲ୍ଲୀ କଥା କହିବା ତ ସେ ୮ଟି ମ୍ୟାଚରୁ ୪ଟି ବିଜୟ ପାଇଛି ଏବଂ ୪ଟି ପରାଜୟ ପାଇଛି। ଏହା ସହ ଦିଲ୍ଲୀ ୮ ପଏଂଟସ ପାଇ ପଏଂଟସ ଟେବୁଲରେ ନମ୍ବର ୬ ରେ ଅଛି। ଦିଲ୍ଲୀ ପୂର୍ବ ମ୍ୟାଚ କୋଲକତାକୁ ହରାଇଥିଲା। କୁଲଦୀପ ଯାଦବ ସୁନ୍ଦର ଫର୍ମରେ ଅଛନ୍ତି। ସେ ଏହି IPL ରେ ଲିଡିଂ ୱିକେଟ ଟେକର ଅଛନ୍ତି। ପନ୍ତ ଏତେ ଖାସ ଫର୍ମରେ ନାହାଁନ୍ତି। ଓପ୍ନର ଦିଲ୍ଲୀର ମଝଭୁତ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।