DC vs PBKS: ଆଜି କିଏ ଜିତିବ? ଜବରଦସ୍ତ ଫର୍ମରେ ଦୁଇ ଟିମ! ପଢନ୍ତୁ ପୁରା ଖବର

IPL 2022 ର ୬୪ ତମ ମ୍ୟାଚରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲସ ଏବଂ ପଞ୍ଜାବ କିଙ୍ଗସ। ଦୁଇ ଦଳ ସୁନ୍ଦର ଫର୍ମରେ ଅଛନ୍ତି। ୧୨ ପଏଂଟସ ଦୁଇ ଦଳଙ୍କ ପାଖରେ ଅଛି। ଭଲ ରନ ରେଟ ଆଧାରରେ ଦିଲ୍ଲୀ ୫ମ ନମ୍ବରରେ ଥିବା ବେଳେ ପଞ୍ଜାବ ୭ ନମ୍ବରରେ ଅଛି। ଆଜି ଏହି ଦୁଇ ଟିମ ଭିତରୁ ଯିଏ ଜିତିବ ସେ ନମ୍ବର ୪ କୁ ଯିବାର ଚାନ୍ସ ଅଛି। ଏବେ ନମ୍ବର ୪ ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଅଛି। ତେବେ ଯିଏ ହାରିବ ସେ IPL ରୁ ହୋଇପାରେ ବାହାର।

Google

ଏହି ଦୁଇ ଟିମ ପୂର୍ବ ମ୍ୟାଚ ଜିତିଛନ୍ତି। ଦିଲ୍ଲୀର ଡେଭିଡ ୱାର୍ଣ୍ଣର ସୁନ୍ଦର ଫର୍ମରେ ଥିବା ବେଳେ ମିଚେଲ ମାର୍ସ ଏବଂ ରୋଭମାନ ପାୱେଲ ଆକର୍ଷଣୀୟ ଫର୍ମରେ ଅଛନ୍ତି। ଏହି IPL ରେ ସୁନ୍ଦର ବ୍ୟାଟିଂ କରୁଛନ୍ତି ୱାର୍ଣ୍ଣର ଏବଂ ମାର୍ସ। ପଞ୍ଜାବ ପାଖରେ ମଧ୍ୟ ବଡ଼ ବଡ଼ ନାମୀ ଖେଳାଳି ଅଛନ୍ତି। ଜନି ବେୟାରଷ୍ଟୋ ଜବରଦସ୍ତ ଫର୍ମରେ ଥିବା ବେଳେ ଲିଆମ ଲିଭିଙ୍ଗଷ୍ଟୋନ ଆକର୍ଷଣୀୟ ବ୍ୟାଟିଂ କରୁଛନ୍ତି। ସେ RCB ବିପକ୍ଷରେ ସୁନ୍ଦର ବ୍ୟାଟିଂ କରିଥିଲେ।

ତେବେ ଏହି ମ୍ୟାଚ ଜୋରଦାର ହୋଇପାରେ। ଦୁଇ ଦଳ ପାଖରେ ଭଲ ଭଲ ଖେଳାଳି ଫର୍ମରେ ଅଛନ୍ତି। ବୋଲିଂ ମଧ୍ୟ ଉଭୟଙ୍କର ଭଲ ଅଟେ। ଗୋଟିଏ ପଟେ କୁଲଦୀପ ଯାଦବ ଥିବା ବେଳେ ଅନ୍ୟ ପଟେ ରାହୁଲ ଚାହାର ଅଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *