IPL 2022 ର ଲିଗ ମ୍ୟାଚ ସରିଯାଇ ଏଲିମିନେଟର, କ୍ବାଲିଫାୟାର ୧ ଓ ୨ ବି ସମାପ୍ତ ହୋଇଯାଇଛି। ଏହି ବର୍ଷ ୧୦ ଟିମ ଅଂଶ ଗ୍ରହଣ କରିଥିଲେ। ଯେବେକି ଫାଇନାଲକୁ ଯାଇଛନ୍ତି ଗୁଜରାଟ ଏବଂ ରାଜସ୍ଥାନ। ରାଜସ୍ଥାନର କ୍ୟାପଟେନ ସଂଜୁ ସାମସନ ଥିବା ବେଳେ ଗୁଜରାଟର ହାର୍ଦିକ ପାଣ୍ଡ୍ୟା।
Building up to the IPL 2022 Final on Sunday…
'Titans' of Gujarat brace up for 'Royal' fight from Rajasthan's rockstars
READ: https://t.co/YmYqLnaZEd#IPLFinal #IPL2022Final #IPL2022 #GTvsRR #RRvsGT pic.twitter.com/fzp3ke9Y8T
— TOI Sports (@toisports) May 28, 2022
ପଏଂଟସ ଟେବୁଲରେ ଲିଗ ମ୍ୟାଚ ସରିବା ପରେ ଗୁଜରାଟ ନମ୍ବର ୧ ରେ ଥିଲା ଏବଂ ରାଜସ୍ଥାନ ନମ୍ବର ୨ ରେ ଥିଲା। ଏହି ଦୁଇ ଟିମଙ୍କ ମଧ୍ୟରେ ଖେଳାଯାଇଥିଲା କ୍ବାଲିଫାୟାର ୧ ଯାହାକୁ ଗୁଜରାଟ ଜିତି ଫାଇନାଲରେ ପଂହଁଚିଯାଇଥିଲା। ତେବେ ଏଲିମିନେଟର ବାଙ୍ଗାଲୋର ଏବଂ ଲକ୍ଷନୌ ମଧ୍ୟରେ ହୋଇଥିଲା। ଏହି ଏଲିମିନେଟରରେ ଜିତିଥିଲା ବାଙ୍ଗାଲୋର। ଏବଂ ବାଙ୍ଗାଲୋର ରାଜସ୍ଥାନ ଠୁ କ୍ବାଲିଫାୟାର ୨ ରେ ପରାସ୍ତ ହୋଇଯାଇଥିଲା। ତେବେ ଫାଇନାଲରେ ଗୁଜରାଟ ସହ ସାମ୍ନାସାମ୍ନି ହେବ ରାଜସ୍ଥାନ।
ଗୁଜରାଟ ଟିମରେ ଅନେକ ମ୍ୟାଚ ୱିନର ଅଛନ୍ତି। ସୁଭମନ ଗିଲ, ମାଥ୍ୟୟୁ ୱେଡ଼, ହାର୍ଦିକ ପାଣ୍ଡ୍ୟା, ଡେଭିଡ ମିଲର, ରାହୁଲ ତେୱାଟିଆ, ରାସିଦ ଖାନ ଥିବା ବେଳେ ରାଜସ୍ଥାନ ଟିମରେ ଜୋସ ବଟଲର, ସଂଜୁ ସାମସନ, ଟ୍ରେଣ୍ଟ ବୋଲଟ, ଦେବଦତ ପାଡିକଲ, ୟସସ୍ୱି ଜୟସୱାଲଙ୍କ ପରି ଖେଳାଳି ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।