RCB vs RR: ବଡ଼ ପରିବର୍ତ୍ତନ ସହ ଆଜି ଓହ୍ଲାଇପାରେ RCB! କୋହଲି କରିବେ ଓପନ! ଲୋମରୋରଙ୍କୁ ମିଳିବ ଚାନ୍ସ!

ବ୍ୟୁରୋ ରିପୋର୍ଟ: ତେବେ ହାଇଦ୍ରାବାଦ ଠାରୁ ହାରିବା ପରେ ଆରସିବି ଦଳରେ ଅନେକ ବଡ଼ ପରିବର୍ତ୍ତନ ଦେଖା ଯିବାର ସମ୍ଭାବନା ରହିଛି। ଏହା ସହିତ ଏହି ବର୍ଷ ଆରସିବିର ଅନେକ ଖେଳାଳି ଅନେକ ଭଲ ପ୍ରଦର୍ଶନ କରି ଆସୁଛନ୍ତି।ଏହା ସହିତ ସେମାନେ ନିଜର ପ୍ରଦର୍ଶନ ବଳରେ ଅନେକ ଭଲ ଖେଳ ମଧ୍ୟ ପ୍ରଦର୍ଶନ କରି ସାରିଛନ୍ତି। ଏହା ସହିତ ଆରସିବି ଏହି ବର୍ଷ ଅନେକ ଭଲ ଫର୍ମରେ ମଧ୍ୟ ରହିଛି। କିନ୍ତୁ ଆରସିବିର ଉପର ବ୍ୟାଟ୍ସମ୍ୟାନ ଏହି ସିଜିନରେ ଅଧିକ ଭଲ ପ୍ରଦର୍ଶନ କରି ପାରି ନାହାଁନ୍ତି।

Google

ଯାହା ଆରସିବି ପାଇଁ ଏକ ବହୁତ ବଡ଼ ଚିନ୍ତାର କାରଣ ଅଟେ। ତେବେ ଏହି ସିଜିନରେ ଓପନ କରିଥିବା ଫାଫ ଓ ଅନୁଜ ଅଧିକ ଭଲ ପ୍ରଦର୍ଶନ କରି ପାରୁ ନାହାଁନ୍ତି।ତେବେ ଏହା ପରେ ମଧ୍ୟ ଫାଫ ଏହି ସିଜିନରେ ଆରସିବି ପାଇଁ ଅନେକ ରନ ମଧ୍ୟ ସଂଗ୍ରହ କରି ସାରିଛନ୍ତି।

ଏହା ସହିତ ସେ ବହୁତ ଭଲ ପ୍ରଦର୍ଶନ ମଧ୍ୟ କରି ଚାଲିଛନ୍ତି।ତେବେ ଅନ୍ୟ ପଟରେ ଅନୁଜ କିନ୍ତୁ ଅଧିକ ଭଲ ପ୍ରଦର୍ଶନ କରି ନାହାନ୍ତି। ତେବେ ମୁମ୍ବାଇ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଏହା ପରେ ସେ ଆଉ ଭଲ ପ୍ରଦର୍ଶନ କରି ପାରି ନାହାଁନ୍ତି।

Google

ଯାହା ଫଳରେ ଏହା ଦଳ ପାଇଁ ଚିନ୍ତାର କାରଣ ହୋଇଛି।ଅନ୍ୟ ପକ୍ଷରେ କୋହଲି ମଧ୍ୟ ଅଧିକ ଭଲ ପ୍ରଦର୍ଶନ କରି ପାରୁ ନାହାଁନ୍ତି ଏହା ସହିତ ସେ ଲଗାତାର ଦୁଇଟି ମ୍ୟାଚରେ ପ୍ରଥମ ବଲରେ ଆଉଟ ହୋଇ ଯାଇଥିଲେ।ତେବେ ଏହା ଆର ସି ବି ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି।ତେବେ ଏହା ପରେ ମଧ୍ୟ ଆରସିବି ଦଳ ଅନେକ ଭାବରେ ସନ୍ତୁଳିତ ରହିଛି। ଯେପରିକି ମଧ୍ୟ କ୍ରମରେ ଦିନେଶ କାର୍ତ୍ତିକ,ସହବାଜ ଅହମ୍ମଦ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି।ଏହା ସହିତ ସେମାନଙ୍କ ପ୍ରଦର୍ଶନ ବଳରେ ଆରସିବି ଅନେକ ହାରିବାକୁ ଥିବା ମ୍ୟାଚ ଜିତି ଯାଇଛି। ଏହା ସହିତ ଏହା ଏହି ଦଳ ପାଇଁ ଏକ ଶୁଭ ସଙ୍କେତ ମଧ୍ୟ ଅଟେ।

ତେବେ ଏହା ଅନୁମାନ କରାଯାଉଛି କି ଆରସିବି ଦଳରେ ଆଗକୁ ଓପନ କରିବାକୁ କୋହଲି ଓ ଫାଫ ଆସିପାରନ୍ତି। ଏହା ସହିତ ଏହା ପରେ ଫିନ ଆଲେନଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳି ପାରେ।ଏହା ସହିତ ରଜତ ପଟିଦାରଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ଏହା ବ୍ୟତୀତ ଏହାପରେ ଦିନେଶ ଓ ସହବାଜ ଦଳରେ ଖେଳିବାର ଅଛି ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ଦଳରେ ଖେଳିବେ। ଏହାପରେ ମହୀପାଲ ଲୋମରୋରଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ତେବେ ରାଜସ୍ଥାନ ବିପକ୍ଷରେ ଆରସିବି କେଉଁ କେଉଁ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ଏହା ଦେଖିବାକୁ ବାକି ରହିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *