ଭାଙ୍ଗିଗଲା ଶ୍ରେୟସ ଅୟରଙ୍କ ହୃଦୟ! ପନ୍ତଙ୍କ କାରଣରୁ ଦିଲ୍ଲୀ କ୍ୟାପିଟଲ୍ସ ଛାଡିବେ ଆୟର? ସାମ୍ନାକୁ ଆସିଲା ବଡ଼ କାରଣ

ଭାରତରେ କେବଳ ଗ୍ରାଉଣ୍ଡ ଭିତରେ ନୁହେଁ ଗ୍ରାଉଣ୍ଡ ବାହାରେ ମଧ୍ୟ ଏପରି ହୋଇଥାଏ। ଏହିପରି କାରଣରୁ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଦିଲ୍ଲୀ କ୍ୟାପିଟଲ୍ସ ଟିମକୁ ଛାଡିବାକୁ କହିଛନ୍ତି। ଏପରି ନୁହେଁକି ଦିଲ୍ଲୀ କ୍ୟାପିଟଲ୍ସ ତାଙ୍କୁ ଛାଡିବାକୁ ଚାହୁଁଛି ସେ ନିଜେ ନିରାଶ କାରଣରୁ ଟିମରୁ ବାହାରିବାକୁ ଚାହୁଁଛନ୍ତି ବୋଲି ଜଣା ଯାଉଛି। ତେବେ ଆସନ୍ତୁ ଜାଣିବା କଣ କାରଣ ଅଟେ ଶ୍ରେୟସ ଅୟର କଣ ପାଇଁ ଦିଲ୍ଲୀ କ୍ୟାପିଟଲ୍ସରୁ ବାହାରିବାକୁ ଚାହୁଁଛନ୍ତି।

Google

ଆପଣ ଜାଣିଥିବେ ବର୍ଷ ୨୦୧୮ରେ ଯେବେ ଗୌତମ ଗମ୍ଭୀର ସିଜନ ଅଧାରୁ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ପଦ ଛାଡିଦେଲେ ଦିଲ୍ଲୀ ଅସୁବିଧାରେ ଥିଲା ଓ ଯୁବ ଶ୍ରେୟସ ଏରଙ୍କୁ ଅଧିନାୟକ କରାଯାଇଥିଲା। ସେ ନିଜ ସୁନ୍ଦର ଅଧିନାୟକତ୍ୱରେ ଦିଲ୍ଲୀକୁ ଦୁଇ ବର୍ଷ ପ୍ଲେଅଫରେ ମଧ୍ୟ ପହଁଞ୍ଚାଇଥିଲେ ବର୍ଷ୨୦୨୦ରେ ତାଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ଫାଇନାଲରେ ମଧ୍ୟ ପହଁଚିଥିଲା ଓ ମୁମ୍ବାଇ ହାତରୁ ହାରିଥିଲା କିନ୍ତୁ ସେହି ବର୍ଷ ଦିଲ୍ଲୀ ସୁନ୍ଦର ପ୍ରଦର୍ଶନ କରିଥିଲା।

ତାଙ୍କୁ ଟିମ ଇଣ୍ଡିଆର ଆଗାମୀ ଅଧିନାୟକ ମଧ୍ୟ କୁହାଯାଉଥିଲା। କିନ୍ତୁ କିଛି ଏପରି ହେଲେ ଯାହା ଦ୍ୱାରା ଶ୍ରେୟସ ଅୟର ଟିମରୁ ବାହାରିବା ପାଇଁ ଚାହୁଁଛନ୍ତି। କାରଣ ଟିମ ତାଙ୍କ ଗୁରୁତ୍ୱକୁ କମାଇବା ଦ୍ଵାରାସେ ଅଧିକ ନିରାଶ ହୋଇ ଟିମରୁ ରିଲିଜ ପାଇଁ କହିଦେଇଛନ୍ତି। ଯଦି ମେଗା ଆକ୍ସନରେ ଦିଲ୍ଲୀ ତାଙ୍କୁ କିଣିନପାରେ ସେ ଆଗାମୀ ସିଜନରେ କୌଣସି ଅନ୍ୟ ଟିମ ପଟୁ ଖେଳିବେ।

Google

ମାନାଯାଉଛିକି ଶ୍ରେୟସଙ୍କ ନିରାଶର କାରଣ ଦିଲ୍ଲୀ କ୍ୟାପିଟଲ୍ସର ମ୍ୟାନେଜମେଣ୍ଟର ଫଇସଲା ଅଟେ।ଏହାର କାରଣ ରିଷଭ ପନ୍ତ ଅଟନ୍ତି କାରଣ ଏପରି ଜଣାପଡିଛିକି ଦିଲ୍ଲୀ କ୍ୟାପିଟଲ୍ସ ଆଗାମୀ ସିଜନରେ ମଧ୍ୟ ରିଷଭ ପନ୍ତଙ୍କୁ ଅଧିନାୟକ ରଖିବ। ଏହି ଫଇସଲାରେ ଶ୍ରେୟସ ଖୁସି ନାହାନ୍ତି। କାରଣ ଆଇପିଏଲ ୨୦୨୧ର ପ୍ରଥମ ଭାଗ ପୂର୍ବରୁ ଆଘାତ କାରଣରୁ ଶ୍ରେୟସ ନଖେଳିପରିବା ଦ୍ଵାରା ରିଷଭଙ୍କୁ ଅଧିନାୟକ କରାଯାଇଥିଲା। କିନ୍ତୁ ଦ୍ୱିତୀୟ ଭାଗରେ ଶ୍ରେୟସ ଫେରିବା ପରେ ମଧ୍ୟ ତାଙ୍କୁ ଆଉ ଅଧିନାୟକତ୍ୱ ଦିଆଯାଇନଥିଲା।

ଏହି କାରଣରୁ ଶ୍ରେୟସ ଅୟର ନିରାଶ ଅଛନ୍ତି। ଦୁଇ ନୂଆ ଟିମ ମଧ୍ୟ ଶ୍ରେୟସଙ୍କ ଉପଲବ୍ଧିକୁ ନେଇ ତାଙ୍କ ସହ ସମ୍ପର୍କରେ ଅଛନ୍ତି। ମାନେ ଯଦି ଶ୍ରେୟସ ମେଗା ଅକ୍ସନ ପୂର୍ବରୁ ଦୁଇ ନୂଆ ଟିମକୁ ଗଲେ ତାଙ୍କୁ ଅଧିନାୟକତ୍ୱ ପଦ ମିଳିଯିବାର ସମ୍ଭାବନା ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.