ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଶ୍ରୀଲଙ୍କା ଭିତରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଆଉ ଦ୍ୱିତୀୟ ଦିନ ଭାରତର ବ୍ୟାଟ୍ସମ୍ୟାନ ମାନଙ୍କର ରହିଲା। ଏଠାରେ ବିରାଟ କୋହଲି, ହନୁମା ବିହାରୀ, ଋଷଭ ପନ୍ତ ଏବଂ ଅନ୍ୟାନ୍ୟ ବ୍ୟାଟ୍ସମ୍ୟାନଙ୍କର ନାମରେ ପ୍ରଥମ ଦିନ ଗଲା। ଏହାପରେ ଦ୍ୱିତୀୟ ଦିନ ଜାଡେଜା ଓ ଅଶ୍ୱିନଙ୍କ ନାମରେ ରହିଲା। ଏମାନେ ବ୍ୟାଟ ଆଉ ବଲ ଦୁଇଟିରେ କମାଲ କଲେ। କାରଣ ବ୍ୟାଟିଂ କରି ଜାଡେଜା ପ୍ରଥମେ ୧୭୫ ରନ କଲେ ଏବଂ ଅଶ୍ୱିନ ୬୧ ରନ କଲେ। ଏହା ସହ ବୋଲିଂରେ ବି କମାଲ କଲେ। ତେବେ ପାଖାପାଖି ୬୦% ଜାଡେଜାଙ୍କ ନାମରେ ରହିଲା ଆଉ ପାଖାପାଖି ୪୦% ଅଶ୍ୱିନଙ୍କ ନାମରେ ରହିଲା।

ଭାରତ ନିଜର ଇନିଂସର ଘୋଷଣା ୫୭୪ ରନରେ କଲା ଯାହା ଭିତରେ ଜାଡେଜା ପ୍ରଥମେ ବ୍ୟାଟିଂ କରି ୧୭୫ ରନ କଲେ। ୧୭ଟି ଚୌକା ସହ ୩ଟି ଛକା ଲଗାଇଲେ। ଏହାପରେ ଅଶ୍ୱିନ ମଧ୍ୟ ୮୨ଟି ବଲରେ ୬୧ ରନ କଲେ। ତେବେ ତାଙ୍କ ସହ ମହମ୍ମଦ ସାମୀ ବହୁତ ଭଲ ସାଥ ଦେଇଥିଲେ। ଜାଡେଜା ୧୭୫ ରନରେ ନଟ ଆଉଟ ରହିଲେ ମାତ୍ର ୧୩୦ ତମ ଓଭରରେ ରୋହିତ ଶର୍ମା ଇନିଂସ ଧିକ୍ଳାର କଲେ ଆଉ ସେ ନିଜର ୨୦୦ କରିବାରୁ ବଞ୍ଚିତ ରହିଲେ।
ଶ୍ରୀଲଙ୍କା ବ୍ୟାଟିଂ କଥା କହିବା ତାହେଲେ ଶ୍ରୀଲଂକାର ୧୦୮ ରନରେ ୪ଟି ୱିକେଟ ଖସି ଯାଇଛି। ତେବେ ଦିମୂଥ କରୁଣାରତ୍ନଙ୍କର ୱିକେଟ ଜାଡେଜା ନେଇ ଯାଇଥିଲେ। ୨୮ ରନ କରି କରୁଣାରତନେ ଆଉଟ ହେଇଗଲେ। ଜାଡେଜା ଗୋଟେ ୱିକେଟ ନେଲେ ଆଉ ଅଶ୍ୱିନ ୨ଟି ୱିକେଟ ନେଇଗଲେ। ଆଞ୍ଜେଲୋ ମ୍ୟାଥିଉସଙ୍କୁ ବୁମରା ଏଲବିଡବ୍ଲୁ କରି ଦେଇଥିଲେ। ତେବେ ବ୍ୟାଟିଂରେ ବି ଜାଡେଜା ଏବଂ ଅଶ୍ୱିନ ନିଜ ନାମରେ ରନ ରଖିଲେ ଏବଂ ୱିକେଟ ମଧ୍ୟ ନେଲେ। ତେବେ ଧନଞ୍ଜୟ ଡିସିଲଭାଙ୍କୁ ଅଶ୍ୱିନ ଆଉଟ କଲେ।
Here comes the declaration and that will also be Tea on Day 2 of the 1st Test.
Ravindra Jadeja remains unbeaten on 175.#TeamIndia 574/8d
Scorecard – https://t.co/c2vTOXSGfx #INDvSL @Paytm pic.twitter.com/yBnZ2mTeku
— BCCI (@BCCI) March 5, 2022
ତେବେ ଭାରତୀୟ ଟିମର ଏହା ପ୍ରାୟ ନଜର ରହିବ କି ଶ୍ରୀଲଙ୍କାକୁ ଜଲଦି ଜଲଦି ଆଉଟ କରାଯାଉ ଏବଂ ଏହି ମ୍ୟାଚ ନିଜ ନାମରେ କରାଯାଉ। ତେବେ ଯଦି ଶ୍ରୀଲଙ୍କା ୨୫୦ ଭିତରେ ହିଁ ଆଉଟ ହେଇଯାଉଛି ତାହେଲେ ଭାରତ ପାଖରେ ଆହୁରି ପାଖପାଖି ୩୦୦ ରନର ଲିଡ଼ ରହିବ। ଭାରତ ପାଖରେ ଆଉ ଏକ ମଉକା ରହିବ କି ବିରାଟ କୋହଲିଙ୍କୁ ତାଙ୍କ ୧୦୦ ତମ ଟେଷ୍ଟକୁ ସ୍ପେଶାଲ କରିବା ପାଇଁ ଆଉ ଏକ ସୁଯୋଗ ଦିଆଯାଉ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।