ବିଶେଷ ରିପୋର୍ଟରୁ ଜଣା ଯାଇଛି କି ରବୀନ୍ଦ୍ର ଜାଡେଜା ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ କିଛି ଠିକ ଚାଲିନି। ଜାଡେଜା ବିତିଥିବା ୩ ବର୍ଷର ଚେନ୍ନାଇର ଫଟୋ ସୋସିଆଲ ମିଡ଼ିଆରେ ଥିବା ପୋଷ୍ଟ ହଟେଇଦେଇଛନ୍ତି। ତେବେ ଏହାକୁ ନେଇ ବିଶେଷ ରିପୋର୍ଟରୁ ଏହା ଅନୁମାନ କରାଯାଇଛି କି ଜାଡେଜା ଏବଂ ଆଇପିଏଲ ପ୍ରାଞ୍ଚାଇଜ ଚେନ୍ନାଇ ମଧ୍ୟରେ ସମ୍ପର୍କରେ ଆଉ କିଛି ଦରାର ବଢି ଯାଇଛି। ଜାଡେଜା ପୂର୍ବରୁ ଜଣେ ଆଉ ଜଣଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଅନଫୋଲୋ କରିଦେଇଛନ୍ତି।

ଏଥିମଧ୍ୟରେ ଫ୍ୟାନ୍ସ ଏହା ଅନୁମାନ କରୁଛନ୍ତି କି ଜାଡେଜା ଏବଂ CSK ମାନେଜମେଣ୍ଟ ଭିତରେ ସମ୍ପର୍କରେ ତିକ୍ତତା ଆସିଛି। ଜାଡେଜା ୨୦୧୨ ରେ ଚେନ୍ନାଇ ସୁପର କିଙ୍ଗସ ଟିମରେ ଯୋଡି ହୋଇଥିଲେ। IPL 2022 ରେ ପ୍ରଥମ କେତୋଟି ମ୍ୟାଚରେ ଅଧିନାୟକତ୍ୱ ତୁଲାଇଥିଲେ ରବୀନ୍ଦ୍ର ଜାଡେଜା ପରେ ଧୋନି ପୁଣି କ୍ୟାପଟେନ ହୋଇଥିଲେ।
CSK ଜାଡେଜାଙ୍କୁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଭାଇସ କ୍ୟାପଟେନ ବନିବା ନେଇ ବଧାଇ ବି ଦେଇଥିଲେ।
Ravindra jadeja remove his all CSK posts#ravindrajadeja #csk #chennaisuperkings #MSDhoni pic.twitter.com/sK9PzsSeAY
— Sarvesh Bhagade (@BhagadeSarvesh) July 8, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।