ବୁମରାଙ୍କ କ୍ୟାରିୟର ଏହି କାରଣ ପାଇଁ ଜଲ୍ଦି ହେଇଯିବ ଶେଷ! ଏହି ପାକିସ୍ତାନ ବୋଲରଙ୍କ ଦାବି

ପାକିସ୍ତାନର ପୂର୍ବ ପ୍ରେସ ବୋଲର ସୋଏବ ଅକତର ଭାରତୀୟ ପ୍ରେସ ବୋଲର ଯଶପ୍ରୀତ ବୁମରାଙ୍କୁ ନେଇ ବଡ଼ କଥା କହିଦେଇଛନ୍ତି। ସୋଏବ ଅକତରଙ୍କ ଅନୁସାରେ ଯଶପ୍ରୀତ ବୁମରାଙ୍କ କ୍ରିକେଟ କ୍ୟାରିୟର ଜଲ୍ଦି ସମାପ୍ତ ହୋଇଯିବ। କହିରଖିବୁ ଯଶପ୍ରୀତ ବୁମରାଙ୍କ ବୋଲିଙ୍ଗ ଶୈଳୀକୁ ନେଇ ସର୍ଵଦା ପ୍ରଶ୍ନ ଉଠାଯାଇଥାଏ କି ତାଙ୍କର ଆଘାତ ହେବାର ସମ୍ଭାବନା ବଢିଯାଇଥାଏ।

Google

ବୁମରାଙ୍କ କ୍ୟାରିୟର ଉପରେ ବିପଦ: ସୋଏବ ଅକତର ଯଶପ୍ରୀତ ବୁମରାଙ୍କ ବିଷୟରେ ସ୍ପୋର୍ଟ ତକ ସହ କଥା ହେବା ସମୟରେ କହିଛନ୍ତି,”ବୁମରା ନିଜର ପିଠି ଓ କାନ୍ଧ ସାହାଯ୍ୟରେ ବୋଲିଙ୍ଗ କରିଥାନ୍ତି। ତାଙ୍କ ବୋଲିଙ୍ଗ ଫ୍ରଟଲ ଷ୍ଟାଇଲ ଉପରେ ନିର୍ଭର କରିଥାଏ। ଯେବେକି ଆମେମାନେ ସାଇଡ଼ ଅଫ ବୋଲିଙ୍ଗ କରୁଥିଲୁ ଓ ଏହା ଆମ କଂପନସେସନ ଥିଲା କିନ୍ତୁ ଫ୍ରଟନ ଷ୍ଟାଇଲରେ କୌଣସି କଂପନସେସନ ନାହିଁ”।

ସୋଏବ କଲେ ଏହି ଦାବି: ସୋଏବ ଅକତର କହିଛନ୍ତି,”ଯଦି ଆପଣଙ୍କୁ ପିଠିରେ ଆଘାତ ଆସିଯାଏ ତେବେ ଆପଣ ଚାହିଁକି ବି କିଛି କରିପାରିବେ ନାହିଁ। ମୁଁ ଫ୍ରଟଲ ଆକ୍ସନ ସହିତ ଇୟାନ ବିସପ ଓ ସେନ ବୋଣ୍ଡଙ୍କ ଅବସ୍ଥା ଖରାପ ହେଉଥିବାର ଦେଖିଛି। ବୁମରାଙ୍କୁ ଏବେ ଏହି ଦିଗରେ ଭାବିବା ଉଚିତ କି ମୁଁ ଗୋଟେ ମ୍ୟାଚ ଖେଳିବି ତା ପରେ ବିଶ୍ରାମ ନେବି। ତାଙ୍କୁ ମ୍ୟାନେଜ କରିବାକୁ ହେବ”।

Google

ବୁମରାଙ୍କୁ ବଞ୍ଚାଇ ରଖିବାର ଆବଶ୍ୟକ ଅଛି: ସୋଏବ ଅକତର କହିଛନ୍ତି,”ବୁମରାଙ୍କୁ ସବୁ ମ୍ୟାଚରେ ଖେଳାଇବା ଉଚିତ ନୁହେଁ ଓ ତାଙ୍କୁ ମ୍ୟାନେଜ କରିବା ଉପରେ କାମ କରିବା ଆବଶ୍ୟକ। ଆପଣ ଯଦି ତାଙ୍କୁ ସବୁ ମ୍ୟାଚ ଖେଳାଇବେ ତେବେ ସେ ଗୋଟେ ବର୍ଷରେ ପୁରା ବସିଯିବେ”। ଏହାକୁ ସେୟାର କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *