ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ସାଉଥ ଆଫ୍ରିକା କ୍ୟାପଟେନ ଦେଲେ ବୁମରାଙ୍କୁ ନେଇ ବଡ଼ ବୟାନ, କହିଦେଲେ ଏହି ବଡ଼ କଥା! ପଢନ୍ତୁ ପୁରା ଖବର

ତେବେ ଆମେ ସମସ୍ତେ ଏହା ଜାଣୁ କି ଭାରତୀୟ ଦଳ ସାଉଥ ଆଫ୍ରିକା ଗ୍ରସ୍ତ କରିବାକୁ ଯାଉଛି। ଏହି ସମୟରେ ସଉଥ ଆଫ୍ରିକା ଦଳର ଅଧିନାୟକ ନିଜର ମତରେ ଏପରି କିଛି କହିଛନ୍ତି ଯେଉଁଥିରୁ ଏହା ଜଣା ପଡୁଛି କି ସାଉଥ ଆଫ୍ରିକା ଦଳର ପରିସ୍ଥିତି ଭାରତୀୟ ଖେଳାଳି ମାନଙ୍କୁ ନେଇ କିପରି ରହିଛି। ତେବେ ସାଉଥ ଆଫ୍ରିକା ଦଳର ଅଧିନାୟକ ଡିଲ ଏଲଗାର କହିଛନ୍ତି କି ଭାରତୀୟ ଦଳର ଦୃତ ବୋଲର ଯସପ୍ରିତ ବୁମରା ତାଙ୍କ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇ ପାରନ୍ତି।

Google

କାରଣ ସେ ବିଦେଶୀ ମାଟିରେ ଖେଳିବା ସମୟରେ ଅଧିକ ଶୃଙ୍ଖଳିତ ହୋଇ ବୋଲିଂ କରନ୍ତି। ଯାହା ଫଳରେ ଏହା ତାଙ୍କ ଦଳ ପାଇଁ କ୍ଷତିକାରକ ହୋଇପାରେ। ତେବେ ଏହା ସହିତ ସେ କହିଛନ୍ତି କି ପୂର୍ବରୁ ଯେଉଁ ଭାରତୀୟ ଦଳରେ ବୋଲର ଥିଲେ ଓ ଭାରତୀୟ ଦଳରେ ଯେଉଁ ବୋଲର ରହିଛନ୍ତି ସେମାନଙ୍କ ମଧ୍ୟରେ ଅନେକ ତାରତମ୍ୟ ରହିଛି। ଏହା ସହିତ ବୁମରାଙ୍କ ସହିତ ଅନ୍ୟ ଭାରତୀୟ ବୋଲର ତାଙ୍କ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇ ପାରନ୍ତି।

ଏହା ସହିତ ସେ କହିଥିଲେ କି ଭାରତୀୟ ଦଳରେ ଅନେକ କ୍ଷମତା ସମ୍ପନ୍ନ ବୋଲର ରହିଛନ୍ତି ଯେଉଁମାନେ କୌଣସି ଦଳ ପାଇଁ ମଧ୍ୟ କ୍ଷତିକାରକ ହୋଇ ପାରନ୍ତି। ତେବେ ଡିଲ ଏଲଗାର ଯାହା କହିଥିଲେ ସେଥିରେ କୌଣସି ତ୍ରୁଟି ମଧ୍ୟ ନାହିଁ। କାରଣ ଭାରତୀୟ ଦଳ ପାଖରେ ସାଉଥ ଆଫ୍ରିକା ଗ୍ରସ୍ତ ପାଇଁ ଯେଉଁ ଯେଉଁ ଖେଳାଳି ରହିଛନ୍ତି ସେମାନେ ବାସ୍ତବରେ ବହୁତ ଚମ୍ପିୟାନ ବୋଲର ଅଛନ୍ତି।

Google

ତେବେ ସେ ଏପରି କହିବା ପରେ ଏହା ଜଣା ପଡ଼ିଛି କି ଡିଲ ଏଲଗାରଙ୍କର ଏହି ମତକୁ ନେଇ ସାଉଥ ଆଫ୍ରିକାର କ୍ରିକେଟ କାଉନସିଲ ଖୁସି ନଥିବା ଜଣା ପଡ଼ିଛି। ଏହା ସହିତ ସେ ଯାହା କହିଥିଲେ ସେଥିରେ କୌଣସି ତ୍ରୁଟି ନଥିଲେ ମଧ୍ୟ ସେ ଯାହା ମଧ୍ୟ କହିଛନ୍ତି ଏହା ଉପରେ ତାଙ୍କର ଦଳର କାଉନସିଲ ବର୍ତ୍ତମାନ ଖୁସି ନାହିଁ। ତେବେ ତାଙ୍କର ଏହି ପରି ମତ ବର୍ ଭାରତୀୟ ଦଳ ପାଇଁ ଅଧିକ ଲାଭକାରୀ ସାବ୍ୟସ୍ତ ହୋଇ ପାରିଛି। ଭାରତୀୟ ଦଳର ମନୋବଳ ଦୃଢ କରିବାରେ ଏହା ଅନେକ ମାତ୍ରାରେ ସହାୟକ ହୋଇଛି।

ଏହା ସହିତ ଆଉ ଏକ ଖବର ଆସୁଛି କି ସାଉଥ ଆଫ୍ରିକା ଦଳର ଏକ ପ୍ରମୁଖ ବୋଲର ଏନରିକ ନୋରକିଆ ଆଘାତ କାରଣରୁ ଦଳରୁ ବାଦ ପଡ଼ି ଯାଇଛନ୍ତି। ଯାହା ଫଳରେ କାଗିଶୋ ରବାଡାଙ୍କ ଉପରେ ସମ୍ପୂର୍ଣ୍ଣ ଦାୟୀତ୍ଵ ରହିଥାଇପାରେ। ତେବେ ଭାରତୀୟ ଦଳ ଆଗାମୀ ୨୬ ତାରିଖରୁ ସାଉଥଟମ୍ପନ ଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *