BCCI ସମ୍ପାଦକ ଜୟ ଶାହାଙ୍କ ବଢ଼ିଲା କାର୍ଯ୍ୟକାଳ! ଜାଣନ୍ତୁ କେତେ ଦିନ ରହିବେ ପଦରେ!

ବ୍ୟୁରୋ ରିପୋର୍ଟ: ବିସିସିଆଇର ସମ୍ପାଦକ ଜୟ ଶାହା ଏସିଆ କ୍ରିକେଟ ପରିଷଦ ଭାବରେ ଗୋଟିଏ ବର୍ଷ କାର୍ଯ୍ୟକାଳ ବଢିଛି। ହୋଇଥିବା ବୈଠକରେ ସର୍ବ ସମ୍ମତି କ୍ରମେ ନିୟମ ନିଆଯାଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ଟୁଇଟ କରି ଏସିସି ଏହାର ସୂଚନା ଦେଇଛନ୍ତି। ୨୦୨୧ ଯାଏ ଜୟ ଶାହାଙ୍କ କାର୍ଯ୍ୟଳୟ ଏସିସି ଅଧ୍ୟକ୍ଷ ଭାବେ ରହିବ।

Google

ପୂର୍ବ ବର୍ଷ ଜାନୁଆରୀ ମାସରେ ଜୟ ଶାହା BCB( ବାଙ୍ଗଲାଦେଶ କ୍ରିକେଟ ବୋର୍ଡ) ର ଅଧ୍ୟକ୍ଷ ନଜମୁଲ ଙ୍କ ଠୁ ଏହି ଦାୟୀତ୍ବଭାର ଗ୍ରହଣ କରିଥିଲେ। ମୁଖ୍ୟ ଧ୍ୟାନ କ୍ରୀଡା କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଉପରେ ରହିବ ବୋଲି ଜୟ ଶାହା ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ ବେଳେ କହିଛନ୍ତି। ୨୦୨୨ ଏସିଆ କପ ଆଲୋଚନା ଏହି ବୈଠକରେ ଆଲୋଚନା ହୋଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

IPL କଥା ଆଲୋଚନା କରିବା ତ IPL ୨୬ ମାର୍ଚ୍ଚକୁ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ ୧୦ ଟି ଭାଗ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *