ବୁମରାଙ୍କ ଜଲୱା! ଦୁନିଆର ନମ୍ବର ୱାନ ବୋଲର ବନିଲେ, ହାସଲ କଲେ ବଡ଼ ଉପଲବ୍ଧି

ବ୍ୟୁରୋ ରିପୋର୍ଟ: ଯଶପ୍ରୀତ ବୁମରା ବନିଲେ ନମ୍ବର ୧। ସେ ICC ଦିନିକିଆ ଟପ-୧୦ ବୋଲିଂ ଲିଷ୍ଟରେ ନମ୍ବର ୧ ରେ ବୁମ..ବୁମ..ବୁମରା। ଟିମର ଜବରଦସ୍ତ ବୋଲର ଯଶପ୍ରୀତ ବୁମରା ୭୧୮ ପଏଂଟସ ସହ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

Google

ODI ରେ ଟପ-୧୦ ଲିଷ୍ଟ ହୋଇଛି ଜାରି, ଯେଉଁଥିରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି ଯଶପ୍ରୀତ ବୁମରା। ବୁମରା ମଙ୍ଗଳବାର ଦିନ ଖେଳାଯାଇଥିବା ଇଂଲଣ୍ଡ ସହ ଫାଷ୍ଟ ODI ମୁକାବିଲାରେ ୬ ୱିକେଟ ନେଇ ଜବରଦସ୍ତ ବୋଲିଂ କରିଥିଲେ ଏହି ୟର୍କର ସ୍ପେଶାଲିଷ୍ଟ।

ଭାରତର ବୁମରା ନମ୍ବର ୧ ରେ ଥିବା ବେଳେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲଟ ନମ୍ବର ୨ ରେ ଅଛନ୍ତି। ପଏଂଟସ ତାଙ୍କର ୭୧୨ ଅଛି। ନମ୍ବର ୩ ରେ ୬୮୧ ପଏଂଟସ ସହ ଆଫ୍ରିଦି ଥିବା ବେଳେ ,ହେଜେଲଉଡ ୬୭୯ ସହ ଚତୁର୍ଥ, ମୁଯିବ ଉର ରେହମାନ ୬୭୬ ପଏଂଟସ ସହ ୫ମ ସ୍ଥାନରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *