ବୁମରା ରଚିବେ ଇତିହାସ? ଦେବେ ଭାରତକୁ ଇଂଲଣ୍ଡ ବିପକ୍ଷରେ ବିଜୟ, ପଢନ୍ତୁ ପୁରା ଖବର

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ମଝଭୁତ ସ୍ଥିତିରେ ଅଛି ଭାରତ। ଯଶପ୍ରୀତ ବୁମରାଙ୍କ କ୍ୟାପଟେନସିରେ ଦଳ ସୁନ୍ଦର ବ୍ୟାଟିଂ କରିବା ପରେ ଉଚ୍ଚକୋଟୀର ବୋଲିଂ କରି ଜିତିବା ଲୟରେ ଅଛି।

ଆଗ ବ୍ୟାଟିଂ କରି ଟିମ ଇଣ୍ଡିଆ ୪୧୬ ରନରେ ଅଲଆଉଟ ହୋଇଯାଇଥିଲା। ଉପର ଅର୍ଡର ବ୍ୟାଟ୍ସମାନ ଏତେ ଖାସ ରନ ନକରି ବି ମଧ୍ୟକ୍ରମରେ ଭାରତ ବଢିଥିଲା ଆଗକୁ। ପନ୍ତ ଏବଂ ଜାଡେଜା ଲଗାଇଥିଲେ ଶତକ। ପନ୍ତ ୧୧୧ ବଲରେ ୧୪୬ କରିଥିବା ବେଳେ ଜାଡେଜା ୧୯୪ ବଲରେ ୧୦୪ କରିଥିଲେ। କ୍ୟାପଟେନ ବୁମରା ମଧ୍ୟ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ବ୍ୟାଟିଂ କରିଥିବା ବେଳେ ବ୍ରଡଙ୍କ ଓଭରରେ ୩୫ ରନ ବାହାରିଥିଲା। ସେ ୧୬ ବଲରେ ୩୧ କରି ନଟ ଆଉଟ ଥିଲେ।

Google

ବୋଲିଂରେ ବି ଭାରତୀୟ ଦଳ ଉଚ୍ଚକୋଟୀର ପ୍ରଦର୍ଶନ କରିଛି। ଇଂଲଣ୍ଡର ୫ ୱିକେଟ ୮୪ ରନରେ ଯାଇଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ୱିକେଟ, ସାମୀ ଗୋଟିଏ ୱିକେଟ ଏବଂ ସିରାଜ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *