IPL 2022 ରେ ଆଉ ଏକ ମ୍ୟାଚ ରୋମାଂଚକପୂର୍ଣ୍ଣ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି RCB ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୧ ରନ କରିଥିଲା ଜବାବରେ LSG ୧୬୩ ରନ ହିଁ କରିପାରିଥିଲା। ବାଙ୍ଗାଲୋର ଏହି ମ୍ୟାଚକୁ ୧୮ ରନରେ ଜିତିଥିଲା।

ଏହି ମ୍ୟାଚର ବିଜୟ ହିରୋ ରହିଥିଲେ ବ୍ୟାଟିଂରେ ଫାଫ ଡୁ ପ୍ଲେସି ଏବଂ ବୋଲିଂରେ ଜୋସ ହେଜେଲଉଡ଼। ଫାଫ ସୁନ୍ଦର ବ୍ୟାଟିଂ କରି ୬୪ ବଲରେ ୯୬ କରିଥିଲେ। ବୋଲିଂରର ଜୋସ ହେଜେଲଉଡ଼ ବାଙ୍ଗାଲୋର ନିକଟକୁ ମ୍ୟାଚ ନେଇ ଆସିଥିଲେ। ସେ ୪ ଓଭରରେ ବୋଲିଂ କରି ୨୫ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ। ଡି କକ, ମନୀଷ ପାଣ୍ଡେ, ଆୟୁଷ ବଦୋନି ଏବଂ ମାର୍କସ ଷ୍ଟୋଇନିକ୍ସଙ୍କ ୱିକେଟ ଥିଲା।
ଜୋସ ହେଜେଲଉଡ଼ଙ୍କ କ୍ୟାରିଅର ବୋଲିଂ ଏଯାଏ ଆଲୋଚନା କରିବା ତ ଟି-୨୦ ରେ ସେ ୨୭ ଟି ମ୍ୟାଚରେ ୪୦ ଟି ୱିକେଟ ଅକ୍ତିଆର କରିଛନ୍ତି। ସେ ୫୭ ଟି ଟେଷ୍ଟରେ ୨୧୫ ଟି ୱିକେଟ ନେଇଛନ୍ତି। ODI ରେ ସେ ୫୬ ଟି ମ୍ୟାଚରେ ୯୩ ଟି ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।